ETV Bharat / state

ଜାତୀୟ ବିଜ୍ଞାନ ମେଳା ପାଇଁ ଓଡ଼ିଶାରୁ ଯିବ 36ଟି ପ୍ରକଳ୍ପ - 36 project from Odisha selected

ଓଡ଼ିଶାରୁ 36ଟି ପ୍ରକଳ୍ପ ଜାତୀୟ ବିଜ୍ଞାନ ମେଳାରେ ପ୍ରଦର୍ଶିତ ହେବ । ଅନୁଗୋଳରେ ରାଜ୍ୟସ୍ତରୀୟ ବିଜ୍ଞାନମେଳା ଆୟୋଜିତ ହୋଇଥିବାବେଳେ ଏଥରୁ 36ଟି ପ୍ରକଳ୍ପ ମନୋନୀତ ହୋଇଛି ।

National science  exhibition
ଜାତୀୟ ବିଜ୍ଞାନ ମେଳା ପାଇଁ ଓଡ଼ିଶାରୁ ଯିବ 36ଟି ପ୍ରକଳ୍ପ
author img

By

Published : Dec 23, 2019, 8:47 PM IST

ଅନୁଗୋଳ: ଜିଲ୍ଲାରେ ଆୟୋଜିତ ହୋଇଥିବା ରାଜ୍ୟସ୍ତରୀୟ ବିଜ୍ଞାନ ମେଳାର ଉଦଯାପନ ହୋଇଛି । 3 ଦିନ ଧରି ଚାଲିଥିବା ମେଳାର ଶେଷ ଦିନରେ ଯୋଗ ଦେଇଥିଲେ ରାଜ୍ୟ ସ୍କୁଲ ଓ ଗଣ ଶିକ୍ଷାମନ୍ତ୍ରୀ ସମୀର ଦାସ, ଉପ-ବାଚସ୍ପତି ଓ ରଜନୀକାନ୍ତ ସିଂ । ତେବେ କଲିକତାରେ ହେବାକୁ ଥିବା ଜାତୀୟ ବିଜ୍ଞାନମେଳା ପାଇଁ ଓଡ଼ିଶାରୁ 36ଟି ପ୍ରକଳ୍ପ ଯିବାକୁ ମନୋନୀତ ହୋଇଛି ।

ଜାତୀୟ ବିଜ୍ଞାନ ମେଳା ପାଇଁ ଓଡ଼ିଶାରୁ ଯିବ 36ଟି ପ୍ରକଳ୍ପ

ଅନୁଗୋଳରେ ଚାଲିଥିବା 46ତମ ରାଜ୍ୟସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନ ସମାପ୍ତ ହୋଇଛି । ଉଦଯାପାନୀ ଉତ୍ସବରେ ମନ୍ତ୍ରୀଙ୍କ ଉପ ବାଚସ୍ପତି ପ୍ରକଳ୍ପଗୁଡିକ ବୁଲି ଦେଖିବା ସହ ପ୍ରକଳ୍ପ ସମ୍ପର୍କରେ ପଚାରି ବୁଝିଥିଲେ । ପିଲାମାନେ କିଭଳି ଜାଣିବାର ଇଚ୍ଛା ରଖି ବିଜ୍ଞାନ ମନସ୍କ ହେବେ ସେନେଇ ଅତିଥିମାନେ ନିଜ ନିଜର ମତ ଦେଇଥିଲେ ।

ଅନୁଗୋଳ ହାଇସ୍କୁଲ ପରିସରରେ ତିନିଦିନ ଧରି ଏହି ରାଜ୍ୟ ସ୍ତରୀୟ ମେଳା ପ୍ରଦର୍ଶିତ ହୋଇଥିଲା । ମେଳାରେ ରାଜ୍ୟର ୩୦ ଟି ଯାକ ଜିଲ୍ଲାର ୧୮୦ଟି ପ୍ରକଳ୍ପ ଏଠାରେ ପ୍ରଦର୍ଶିତ ହୋଇଥିଲା । ରାଜ୍ୟ ସରକାରଙ୍କ ଶିକ୍ଷା ଗବେଷଣା ଓ ପରୀକ୍ଷଣ ପ୍ରତିଷ୍ଠାନ ଏହି ମେଲାର ଆୟୋଜନ କରିଥିଲା ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ଅନୁଗୋଳ ରେ ସେଶ ହୋଇଛି ରାଜ୍ୟ ସ୍ତରୀୟ ବିଜ୍ଞାନ ମେଳା । ତିନି ଦିନ ଧରି ଚାଲିଥିବା ମେଳାକୁ ଉଦ୍ଦଯାପନ କରିଛନ୍ତି ରାଜ୍ୟ ସ୍କୁଲ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ସହିତ ଉପ ବାଚସ୍ପତି ରଜନୀକାନ୍ତ ସିଂହ । କଲିକତା ରେ ହେବାକୁ ଥିବା ଜାତୀୟ ବିଜ୍ଞାନମେଳା ପାଇଁ ଓଡିଶାରୁ ଜୀବ ୩୬ ଟି ପ୍ରକଳ୍ପ । Body:ଅନୁଗୋଳ ଠାରେ ଚାଲିଥିବା ୪୬ତ୍ତମ ରାଜ୍ୟ ସ୍ତରୀୟ ବିଜ୍ଞାନ , ଗଣିତ ଓ ପରିବେଶ ପଦର୍ଶନୀ ସେଶ ହୋଇଛି । ସେଶ ଦିନରେ ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଓ ଉପ ବାଚସ୍ପତି ରଜନୀକାନ୍ତ ସିଂହ ଅତିଥି ଭାବେ ଯୋଗ ଦେଇଥିଲେ । ମନ୍ତ୍ରୀ ଙ୍କ ସହ ଉପ ବାଚସ୍ପତି ପ୍ରକଳ୍ପ ଗୁଡିକ ବୁଲି ଦେଖିବା ସହ ପ୍ରକଳ୍ପ ସମ୍ପର୍କରେ ପଚାରି ବୁଝିଥିଲେ । ପିଲା ମାନେ କିଭଳି ଜାଣିବାର ଇଛା ରାଖୀ କିଭଳି ସବୁ ଦିନେ ବିଜ୍ଞାନ ମନସ୍କ ହେବେ ସେନେଇ ଅତିଥି ମାନେ ନିଜ ନିଜ ର ମତ୍ତ ଦେଇଥିଲେ । ଏଠାରୁ ୩୬ ଟି ପ୍ରକଳ୍ପ କଲିକତା ରେ ହେବାକୁଥିବା ଜାତୀୟ ବିଜ୍ଞାନ ମେଳାରେ ଭାଗ ନେବାପାଇଁ ମନୋନୀତ ହୋଇଛି ।
Byte - 1 ସମୀର ରଞ୍ଜନ ଦାସ, ବିଦ୍ୟାଳୟ ଓ ଗଣ ଶିକ୍ଷାମନ୍ତ୍ରୀ
Conclusion:ଅନୁଗୋଳ ହାଇସ୍କୁଲ ପରିସରରେ ତିନିଦିନ ଧରି ଏହି ରାଜ୍ୟ ସ୍ତରୀୟ ମେଳା ପ୍ରଦର୍ଶିତ ହେଉଥିଲା । ମେଳାରେ ରାଜ୍ୟର ୩୦ ଟି ଯାକ ଜିଲ୍ଲାର ୧୮୦ ଟି ପ୍ରକଳ୍ପ ଏଠାରେ ପ୍ରଦର୍ଶିତ ହୋଇଥିଲା । ରାଜ୍ୟ ସରକାରଙ୍କ ଶିକ୍ଷା ଗବେଷଣା ଓ ପରୀକ୍ଷଣ ପ୍ରତିଷ୍ଠାନ ଏହି ମେଲାର ଆୟୋଜନ କରିଥିଲା ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.