ETV Bharat / state

ପୁଣି 21 ପଜିଟିଭ, ଆକ୍ରାନ୍ତ ସଂଖ୍ୟା 286

author img

By

Published : Jul 29, 2020, 12:45 AM IST

ପୁଣି ଅନୁଗୋଳ ଜିଲାରୁ ମଙ୍ଗଳବାର 21 ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଜିଲା ସୂଚନା ଲୋକ ସମ୍ପର୍କ ବିଭଗ ପକ୍ଷରୁ ସୂଚନା ଦିଆଯାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ପୁଣି 21 ପଜିଟିଭ, ଆକ୍ରାନ୍ତ ସଂଖ୍ୟା 286
ପୁଣି 21 ପଜିଟିଭ, ଆକ୍ରାନ୍ତ ସଂଖ୍ୟା 286

ଅନୁଗୋଳ: ପୁଣି ଅନୁଗୋଳ ଜିଲାରୁ ମଙ୍ଗଳବାର 21 ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଜିଲା ସୂଚନା ଲୋକ ସମ୍ପର୍କ ବିଭଗ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଅନୁସାରେ ଏହି ଆକ୍ରାନ୍ତ ମାନଙ୍କ ମଧ୍ୟରୁ ୧୪ ଜଣ ବନରପାଲ ବ୍ଲକର ବୋଲି ସୂଚନା ରହିଛି । ସେମିତି ଅନ୍ୟ ଆକ୍ରାନ୍ତ ମାନେ କଣିହାଁ ବ୍ଲକର ୩ ଜଣ, ଅନୁଗୋଳ ଓ ତାଳଚେର ବ୍ଲକ ଅଞ୍ଚଳରୁ ଦୁଇଜଣ ଲେଖାଏଁ ଆକ୍ରାନ୍ତ ଅଛନ୍ତି ।

ପୁଣି 21 ପଜିଟିଭ, ଆକ୍ରାନ୍ତ ସଂଖ୍ୟା 286
ପୁଣି 21 ପଜିଟିଭ, ଆକ୍ରାନ୍ତ ସଂଖ୍ୟା 286

ବନରପାଲ ବ୍ଲକରୁ ଚିହ୍ନଟ ମଧ୍ୟରେ ଅଛନ୍ତି ଗୋଟିଏ ପରିବାରର ୭ ଆକ୍ରାନ୍ତ । ବାକି 7 ଜଣ ଏହି ବ୍ଲକରେ ବୃହତ ଶିଳ୍ପ ସଂସ୍ଥାର ସେମାନଙ୍କ ମଧ୍ୟରୁ ୪ ଜଣ ମଧ୍ୟ ଗୋଟିଏ ପରିବାରର ବୋଲି ସୂଚନା ଦିଆଯାଇଛି । ଆଜିର ୨୧ ଆକ୍ରାନ୍ତଙ୍କୁ ମିସାଇଲେ ଜିଲାରେ ଆକ୍ରାନ୍ତ ସଂଖ୍ୟା ୨୮୬ରେ ପହଁଚିଛି । ଅନ୍ୟପଟେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇ ୧୭୨ ବୋଲି ସୂଚନା ଦିଆଯାଇଛି । ସମସ୍ତ ଚିହ୍ନଟଙ୍କୁ ତାଳଚେର କୋଭିଡ ହସ୍ପିଟାଲାକୁ ପଠାଯାଇଛି ।

ପୁଣି 21 ପଜିଟିଭ, ଆକ୍ରାନ୍ତ ସଂଖ୍ୟା 286
ପୁଣି 21 ପଜିଟିଭ, ଆକ୍ରାନ୍ତ ସଂଖ୍ୟା 286

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.