ETV Bharat / state

ଟିଟିପିଏସ ବନ୍ଦ ପ୍ରତିବାଦ: 12 ଘଣ୍ଟିଆ ଅନୁଗୋଳ ବନ୍ଦ ପାଳନ କରୁଛି ବିଜେଡି

author img

By

Published : Apr 7, 2021, 9:51 AM IST

ପ୍ରଦୂଷଣ ଆଳ ଦେଖାଇ ପ୍ଲାଣ୍ଟ ବନ୍ଦ କରିଥିବାରୁ ବନ୍ଦ ପାଳନ କରି କେନ୍ଦ୍ର ସରକାରଙ୍କ ପଦକ୍ଷେପକୁ ବିରୋଧ କରିଛି ବିଜେଡି । ଅଧିକ ପଢନ୍ତୁ...

ଟିଟିପିଏସ ବନ୍ଦ ବନ୍ଦ: ପ୍ରତିବାଦରେ ସମସ୍ତ ଉପଖଣ୍ଡ ବନ୍ଦ କଲା ଅନୁଗୋଳ ବିଜେଡି

ଅନୁଗୋଳ: ଟିଟିପିଏସ ବନ୍ଦ ବନ୍ଦ ପ୍ରତିବାଦରେ ଆଜି(ବୁଧବାର) ଅନୁଗୋଳ ଜିଲ୍ଲାରେ ବିଜେଡି ପକ୍ଷରୁ 12 ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ବିଜେଡି କର୍ମୀମାନେ ଜିଲ୍ଲାର ସମସ୍ତ ଉପଖଣ୍ଡ ବନ୍ଦ କରିଛନ୍ତି । ସବୁଠି ଟାୟାର ଜାଳି ପ୍ରତିବାଦ କରୁଛନ୍ତି ।

କେନ୍ଦ୍ର ସରକାର ପ୍ରଦୂଷଣ ଆଳ ଦେଖାଇ ପ୍ଲାଣ୍ଟ ବନ୍ଦ କରିଥିବାରୁ 10 ହାଜରୁ ଅଧିକ ଶ୍ରମିକ ରୋଜଗାର ହରାଇବା ସହ ଲକ୍ଷାଧିକ ଲୋକ ପ୍ରଭାବିତ ହୋଇଛନ୍ତି । ଯାହାର ପ୍ରତିବାଦରେ ଏହି ବନ୍ଦ ପାଳନ କରାଯାଉଛି । ବିଶେଷ କରି ତାଳଚେର ଓ ଅନୁଗୋଳ ସବୁକିଛି ଠପ୍‌ ହୋଇଯାଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.