ETV Bharat / sports

'ଦେଶର ରତ୍ନ ଧୋନିଙ୍କୁ ଭାରତରତ୍ନରେ ସମ୍ମାନିତ କରାଯାଉ'

author img

By

Published : Aug 17, 2020, 2:50 PM IST

ମହେନ୍ଦ୍ର ସିଂ ଧୋନିଙ୍କୁ ଭାରତରତ୍ନରେ ସମ୍ମାନିତ କରାଯାଉ ବୋଲି କଂଗ୍ରେସ ବିଧାୟକ ପିସି ଶର୍ମା କରିଛନ୍ତି ।

dhoni
dhoni

ଭୋପାଳ: ମଧ୍ୟପ୍ରପଦେଶର କଂଗ୍ରେସ ବିଧାୟକ ତଥା ରାଜ୍ୟର ପୂର୍ବତନ ମନ୍ତ୍ରୀ ପିସି ଶର୍ମା ରବିବାର ଦିନ କେନ୍ଦ୍ର ସରକାରଙ୍କୁ ଦାବି କରିଛନ୍ତି ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ଭାରତରତ୍ନରେ ସମ୍ମାନିତ କରାଯାଉ । ମାହିଙ୍କ ସନ୍ୟାସ ନେବାର ଗୋଟିଏ ଦିନ ପରେ ପିସି ଶର୍ମା ଟ୍ବିଟ କରି ଦାବି କରିଛନ୍ତି ।

ସେ ଟ୍ବିଟ କରି ଲେଖିଛନ୍ତି ଯେ, ଭାରତୀୟ କ୍ରିକେଟକୁ ସାରା ବିଶ୍ବରେ ବିଜେତା ରୂପରେ ସ୍ଥାପିତ କରିଥିବା 'ଦେଶର ରତ୍ନ' ମହାନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ଭାରତରତ୍ନରେ ସମ୍ମାନିତ କରାଯାଉ ।

ସୂଚନାଥାଉକି, ଧୋନିଙ୍କୁ 2007ରେ ରାଜୀବଗାନ୍ଧୀ ଖେଳରତ୍ନ, 2009ରେ ପଦ୍ମଶ୍ରୀ ଓ 2018ରେ ପଦ୍ମଭୂଷଣରେ ସମ୍ମାନିତ କରାଯାଇଛି ।

ମାହି ଅଗଷ୍ଟ 15 ଦିନ ନିଜର ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ମାଧ୍ୟରେ ଅନ୍ତରୀଷ୍ଟ୍ରୀୟ କ୍ରିକେଟରୁ ବିଦାୟ ନେଇଥିବା ସୂଚନା ଦେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.