ETV Bharat / sports

Tokyo Olympics: ସନ୍ତରଣକାରୀ ମାନା ପଟେଲ ନିରାଶ

author img

By

Published : Jul 25, 2021, 4:25 PM IST

ଯୋଗ୍ୟତା ଅର୍ଜନ ପର୍ଯ୍ୟାୟରେ ଭାରତୀୟ ମହିଳା ସନ୍ତରଣକାରୀ ମାନା ପଟେଲ ନିରାଶ । ଅଧିକ ପଢନ୍ତୁ...

Tokyo Olympics: Maana Patel fails to qualify for 100m women's backstroke
Tokyo Olympics: ସନ୍ତରଣକାରୀ ମାନା ପଟେଲ ନିରାଶ

ଟୋକିଓ: ଭାରତୀୟ ମହିଳା ସନ୍ତରଣକାରୀ ମାନା ପଟେଲ ନିରାଶ । ୧୦୦ ମିଟର ବ୍ୟାକଷ୍ଟ୍ରୋକ୍‌ ହିଟ୍‌ ୧କୁ ଶେଷ କରିବାକୁ ୧:୦୫.୨୦ ସମୟ ନେଇଥିଲେ । ଦ୍ବିତୀୟ ସ୍ଥାନରେ ରହିବା ସହ ଶୀର୍ଷ ୧୬ ସ୍ଥାନ ମଧ୍ୟରେ ସ୍ଥାନ ହାସଲ କରିବାରେ ବିଫଳ ହୋଇଛନ୍ତି ମାନା । ୧୮ତମ ଥିଲା ତାଙ୍କର ମୋଟ ମାନ୍ୟତା ।

ଜିମ୍ବାୱେର ଦୋନାଟା କାଟାଇ ୧:୦୨.୭୩ ସମୟରେ ପହଞ୍ଚି ପ୍ରଥମ ସ୍ଥାନ ଅକ୍ତିଆର କରିଥିଲେ । ଗ୍ରେନାଡସ୍‌ ଇସନେ କିମ୍ବର୍ଲି ୧:୦୨.୨୪ ସମୟରେ ପହଞ୍ଚି ତୃତୀୟ ହୋଇଥିଲେ । ଶ୍ରେଷ୍ଠ ୧୬ଜଣ ପ୍ରତିଯୋଗୀ ସେମିଫାଇନାଲରୁ ଉନ୍ନୀତ ହେବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.