ETV Bharat / sports

Tokyo Olympics, Day 3: ସୁଟିଂ- ମେଡାଲ ରାଉଣ୍ଡରୁ ଦୀପକ, ଦିବ୍ୟାଂଶ ବାଦ୍‌

author img

By

Published : Jul 25, 2021, 11:39 AM IST

ପାନୱାର ୬୨୨.୮ ଚୁଡାନ୍ତ ସ୍କୋର ହାସଲ କରିଥିବାବେଳେ, କୁମାର ୬୨୪.୭ ପଏଣ୍ଟ ହାସଲ କରିଛନ୍ତି । ଅଧିକ ପଢନ୍ତୁ...

Tokyo Olympics, Day 3: Deepak Kumar and Divyansh Singh Panwar fail to qualify in the medal round
Tokyo Olympics, Day 3: ସୁଟିଂ- ମେଡାଲ ରାଉଣ୍ଡରୁ ଦୀପକ, ଦିବ୍ୟାଂଶ ବାଦ୍‌

ଟୋକିଓ: ଅଲମ୍ପିକର ତୃତୀୟ ଦିନରେ ସୁଟିଂ ଇଭେଣ୍ଟରେ ଭାରତକୁ ନିରାଶ ହେବାକୁ ପଡିଛି । ପୁରୁଷ ୧୦ମିଟର ଏୟାର ରାଇଫଲ୍‌ ଇଭେଣ୍ଟରେ ମେଡାଲ ରାଉଣ୍ଡକୁ ଉନ୍ନୀତ ହେବାରୁ ବଞ୍ଚିତ ହୋଇଛନ୍ତି ଦୀପକ କୁମାର ଓ ଦିବ୍ୟାଂଶ ସିଂହ ପାନୱାର ।

ପାନୱାର ୬୨୨.୮ ଚୁଡାନ୍ତ ସ୍କୋର ହାସଲ କରିଥିବାବେଳେ, କୁମାର ୬୨୪.୭ ପଏଣ୍ଟ ହାସଲ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.