ETV Bharat / sports

Tokyo Olympics, Day 2: ସୁଟିଂ- ଫାଇନାଲରେ ସୌରଭ, ଭାରତକୁ ଆଜି ମିଳିପାରେ ମେଡାଲ୍‌

author img

By

Published : Jul 24, 2021, 11:44 AM IST

10 ମିଟର ଏୟାର ପିସ୍ତଲ ଫାଇନାଲରେ ସୌରଭ ଚୌଧୁରୀ । ବାଦ୍‌ ପଡିଲେ ଅଭିଶେକ ବର୍ମା । ପୁରୁଷ 10 ମିଟର ଏୟାର ପିସ୍ତଲ ଫାଇନାଲ ମ୍ୟାଚ ଆଜି(ଶନିବାର) ଅପରାହ୍ନ 12.00ଟାରେ ହେବାନେଇ ସୂଚୀ ରହିଛି । ଅଧିକ ପଢନ୍ତୁ...

Tokyo Olympics, Day 2 (Shooting): Saurabh Chaudhary through to finals, Abhishek out
Tokyo Olympics, Day 2 (Shooting): ଫାଇନାଲରେ ସୌରଭ, ଭାରତକୁ ଆଜି ମିଳିପାରେ ମେଡାଲ୍‌

ଟୋକିଓ: ସୁଟିଂରେ ଭାରତକୁ ମିଳିପାରେ ପ୍ରଥମ ପଦକ । ଯୁବ ସୁଟିଂ ଷ୍ଟାର ସୌରଭ ଚୌଧୁରୀ ପୁରୁଷ 10 ମିଟର ଏୟାର ପିସ୍ତଲ ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡରେ 586 ପଏଣ୍ଟ ସହ ଅଲମ୍ପିକ ରେକର୍ଡ କରିବାରେ ଅଳ୍ପକେ ବଞ୍ଚିତ ହୋଇଛନ୍ତି । ଏହି ଦମଦାର ପ୍ରଦର୍ଶନ ସହ ଫାଇନାଲରେ ପ୍ରବେଶ କରିଛନ୍ତି ସୌରଭ ।

ଅନ୍ୟପଟେ ଅଭିଶେକ ବର୍ମା ଆରମ୍ଭରୁ ଖରାପ ପ୍ରଦର୍ଶନ ପରେ ଅପେକ୍ଷାକୃତ ଭଲ କରି ଶୀର୍ଷ 6 ସ୍ଥାନ ମଧ୍ୟରେ ରହିଥିଲେ । ତେବେ ଫାଇନାଲ ସିରିଜରେ 17ତମ ସ୍ଥାନକୁ ଖସିବା ସହ ପ୍ରତିଯୋଗିତାରୁ ବାଦ ପଡିଛନ୍ତି । ସେ 575 ପଏଣ୍ଟ ହାସଲ କରିଥିଲେ ।

ପୁରୁଷ 10 ମିଟର ଏୟାର ପିସ୍ତଲ ଫାଇନାଲ ମ୍ୟାଚ ଆଜି(ଶନିବାର) ଅପରାହ୍ନ 12.00ଟାରେ ହେବାନେଇ ସୂଚୀ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.