ETV Bharat / sports

Tokyo Olympics: ସୁଟିଂ- ଅଞ୍ଜୁମ-ଦୀପକ ଯୋଡି ପ୍ରତିଯୋଗିତାରୁ ବାହାର - ଟୋକିଓ ଅଲମ୍ପିକ ତାଜା ଅପଡେଟ୍‌ସ

୧୦ ମିଟର ଏୟାର ରାଇଫଲ ମିଶ୍ରିତ ଟିମ ଇଭେଣ୍ଟରେ ଭାରତୀୟ ସୁଟର ଅଞ୍ଜୁମ ମୌଦଗିଲ ଓ ଦୀପକ କୁମାରଙ୍କ ଯୋଡି ଯୋଗ୍ୟତା ପର୍ଯ୍ୟାୟ ୧ରେ ୧୮ତମ ସ୍ଥାନରେ ସନ୍ତୁଷ୍ଟ । ଅଧିକ ପଢନ୍ତୁ...

TOKYO OLYMPICS 2020 DAY 5 ANJUM MOUDGIL AND DEEPAK KUMAR 10 M AIR RIFLE MIXED TEAM
Tokyo Olympics: ସୁଟିଂ- ଅଞ୍ଜୁମ-ଦୀପକ ଯୋଡି ପ୍ରତିଯୋଗିତାରୁ ବାହାର
author img

By

Published : Jul 27, 2021, 11:12 AM IST

ଟୋକିଓ: ଚଳିତ ଟୋକିଓ ଅଲମ୍ପିକ୍‌ର ସୁଟିଂ ଇଭେଣ୍ଟରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ ଜାରି । ୧୦ ମିଟର ଏୟାର ରାଇଫଲ ମିଶ୍ରିତ ଟିମ ଇଭେଣ୍ଟରେ ଭାରତ ନିରାଶ । ଭାରତୀୟ ସୁଟର ଅଞ୍ଜୁମ ମୌଦଗିଲ ଓ ଦୀପକ କୁମାରଙ୍କ ଯୋଡି ଯୋଗ୍ୟତା ପର୍ଯ୍ୟାୟ ୧ରେ ୧୮ତମ ସ୍ଥାନରେ ସନ୍ତୁଷ୍ଟ ହୋଇଛନ୍ତି । ଫଳରେ ଦ୍ବିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବାରେ ବିଫଳ ହୋଇଛନ୍ତି ।

ଭାରତୀୟ ଯୋଡିଙ୍କ ସ୍କୋର ୬୨୩.୮ ରହିଥିଲା, ଯେଉଁଥିରେ ଅଞ୍ଜୁମ ୩୧୨.୪ ଦୀପକ ୩୧୧.୪ ପଏଣ୍ଟ ହାସଲ କରିଥିଲେ । ଏହି ପ୍ରଦର୍ଶନ ସହିତ ଏହି ଯୋଡିଙ୍କ ଟୋକିଓ ଅଲମ୍ପିକ ଅଭିଯାନ ଶେଷ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.