ETV Bharat / sports

Tokyo Olympics, Day 3: ଦମଦାର ବିଜୟରୁ ଅଭିଯାନ ଆରମ୍ଭ କଲେ ମେରୀ କମ

author img

By

Published : Jul 25, 2021, 2:03 PM IST

ମେରୀ କମ ନିଜର ମୁକାବିଲାରେ ଡୋମିନିକ ରିପ୍ଳବିକ ଖେଳାଳିଙ୍କୁ ୩ଟି ରାଉଣ୍ଡ ଧରି ଖେଳାଯାଇଥିବା ମୁକାବିଲାରେ ୩-୦ରେ ହରାଇଛନ୍ତି । ଅଧିକ ପଢନ୍ତୁ...

Tokyo olympics 2020, Day 3: boxing - mary kom - Fly weight round of 32
Tokyo Olympics 2020, Day 3: ଦମଦାର ବିଜୟରୁ ଅଭିଯାନ ଆରମ୍ଭ କଲେ ମେରୀ କମ

ଟୋକିଓ: ଲଣ୍ଡନ ଅଲମ୍ପିକରେ ବ୍ରୋଞ୍ଜ ପଦକ ବିଜେତା ତଥା ୬ଥରର ବିଶ୍ବ ଚମ୍ପିଆନ ମେରୀ କମ ଧମାକାର ଅନ୍ଦାଜରେ ନିଜର ଟୋକିଓ ଅଲମ୍ପିକ ଅଭିଯାନ ଆରମ୍ଭ କରିଛନ୍ତି ।

ମେରୀ କମ ନିଜର ମୁକାବିଲାରେ ଡୋମିନିକ ରିପ୍ଳବିକ ଖେଳାଳିଙ୍କୁ ୩ଟି ରାଉଣ୍ଡ ଧରି ଖେଳାଯାଇଥିବା ମୁକାବିଲାରେ ୩-୦ରେ ହରାଇଛନ୍ତି । ଏଥିସହ ରାଉଣ୍ଡ ୧୬ରେ ପ୍ରବେଶ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.