ETV Bharat / sports

ନିରଜ ଚୋପ୍ରାଙ୍କୁ ବାଲୁକା କଳାରେ ଶୁଭେଚ୍ଛା - ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ

ଭାରତୀୟ ଆଥଲେଟ ନୀରଜ ଚୋପ୍ରାଙ୍କୁ ବାଲୁକା କଳା ମାଧ୍ୟମରେ ଶୁଭେଚ୍ଛା ଦେଲେ ବାଲୁକା ଶିଳ୍ପୀ ମାନସ ସାହୁ । ଅଧିକ ପଢ଼ନ୍ତୁ...

Sand artist Manas Sahu,  Indian athlete Neeraj Chopra,  Neeraj Chopra sand art, ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ, ଜାଭେଲିନ ଥ୍ରୋ,  ନୀରଜ ଚୋପ୍ରା
ନିରଜ ଚୋପ୍ରାଙ୍କୁ ବାଲୁକା କଳାରେ ଶୁଭେଚ୍ଛା
author img

By

Published : Aug 6, 2021, 9:47 PM IST

ପୁରୀ: ବାଲୁକା ଶିଳ୍ପୀ ମାନସ କୁମାର ସାହୁ ଜାଭେଲିନ ଥ୍ରୋ (Javelin throw) ଖେଳାଳି ନିରଜ ଚୋପ୍ରାଙ୍କୁ ବାଲୁକା କଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି । ସେ ତାଙ୍କ ବାଲୁକା କଳା ମାଧ୍ୟମରେ ଆଶା ବ୍ୟକ୍ତ କରିଛନ୍ତି ଯେ ଖେଳାଳି ନିରଜ ଚୋପ୍ରା Tokyo Olympic ରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ରଚନ୍ତୁ ।

ନିରଜ ଚୋପ୍ରାଙ୍କୁ ବାଲୁକା କଳାରେ ଶୁଭେଚ୍ଛା

ସାରା ଭାରତବାସୀ ନୀରତଙ୍କ ପ୍ରଦର୍ଶନ ନେଇ ଆଶାବାଦୀ ଏବଂ ପ୍ରତ୍ୟେକ ଭାରତୀୟଙ୍କ ପ୍ରାର୍ଥନା ଏବଂ ସ୍ନେହ ଶ୍ରଦ୍ଧା ନିରଜ ଚୋପ୍ରାଙ୍କୁ ସ୍ବର୍ଣ୍ଣ ଜିତିବାରେ ସହାୟ ହେଉ ଏବଂ ସେ ଭାରତୀୟ ଅଲମ୍ପିକ ଇତିହାସର ପୃଷ୍ଠାରେ ନିଜ ନା ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ କରନ୍ତୁ ଏହା ହିଁ ସଭିଙ୍କ କାମନା ରହିଛି ।

ମାନସ ସାହୁ ତାଙ୍କ ବାଲୁକା କଳାରେ ନୀରଜ ଚୋପ୍ରାଙ୍କ ପ୍ରତିକୃତି ନିର୍ମାଣ କରି ‘‘India waiting for Gold’’ ର ବାର୍ତ୍ତା ଦେଇଛନ୍ତି । ଏହି ବାଲୁକା କଳାକୁ ନିର୍ମାଣ କରିବାକୁ ମାନସ ସାହୁଙ୍କୁ 7ଘଣ୍ଟା ସମୟ ଲାଗିଥିଲା ।

ସୂଚନା ଯୋଗ୍ୟ ଯେ ନୀରଜ ଟୋକିଓ ଅଲମ୍ପିକ ଜାଭଲିନ ଥ୍ରୋ ଇଭେଣ୍ଟ ଯୋଗ୍ୟତା ପର୍ଯ୍ୟାୟରେ ୮୬.୫୯ ମିଟର ଜାଭେଲିନ ଫିଙ୍ଗି ତାଲିକା ଶୀର୍ଷରେ ରହିଥିଲେ ଓ ଫାଇନାଲ ଇଭେଣ୍ଟ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.