ETV Bharat / sports

Tokyo Paralympics: ସୁମିତଙ୍କୁ ରାଷ୍ଟ୍ରପତିଙ୍କ ସହ PM-CMଙ୍କ ଶୁଭେଚ୍ଛା - ରାଷ୍ଟ୍ରପତିଙ୍କ ସୁମିତଙ୍କୁ ଶୁଭେଚ୍ଛା

ପାରାଲମ୍ପିକ୍ସରେ ଜାଭେଲିନ ଥ୍ରୋ ଇଭେଣ୍ଟର F-64 କାଟାଗୋରୀରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ସୁମିତ ଅଣ୍ଟିଲ । ଏହାକୁ ନେଇ ତାଙ୍କୁ ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ, ତାଙ୍କୁ ସଭିଏଁ ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢ଼ନ୍ତୁ...

Tokyo Paralympics: ସୁମିତଙ୍କୁ ରାଷ୍ଟ୍ରପତିଙ୍କ ସହ PM-CMଙ୍କ ଶୁଭେଚ୍ଛା

author img

By

Published : Aug 30, 2021, 6:05 PM IST

Updated : Aug 30, 2021, 6:24 PM IST

ନୂଆଦିଲ୍ଲୀ: ଟୋକିଓ ପାରାଲମ୍ପିକ୍ସରେ ଭାରତ ପାଇଁ ପଦକ ବର୍ଷା । ଗୋଟିଏ ଦିନରେ ୫ଟି ପଦକ ହାସଲ କରିଛନ୍ତି ଭାରତୀୟ ପାରାଲମ୍ପିଆନ । ସେଥିରେ ସାମିଲ ରହିଛି ଦୁଇଟି ସ୍ବର୍ଣ୍ଣ ପଦକ । ପୂର୍ବରୁ ଏୟାର ରାଇଫଲ ସୁଟିଂ ଇଭେଣ୍ଟରେ ଅବନି ଲେଖାରା ସ୍ବର୍ଣ୍ଣ ପଦକ ହାସଲ କରିଥିଲେ । ବର୍ତ୍ତମାନ ଜାଭେଲିନ ଥ୍ରୋ ଇଭେଣ୍ଟର F-64 କାଟାଗୋରୀରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ସୁମିତ ଅଣ୍ଟିଲ । ଏହାକୁ ନେଇ ତାଙ୍କୁ ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସଭିଏଁ ଶୁଭେଚ୍ଛା ଜଣାଇଛନ୍ତି ।

  • Our athletes continue to shine at the #Paralympics! The nation is proud of Sumit Antil’s record-breaking performance in the Paralympics.
    Congratulations Sumit for winning the prestigious Gold medal. Wishing you all the best for the future.

    — Narendra Modi (@narendramodi) August 30, 2021 " class="align-text-top noRightClick twitterSection" data=" ">

ସୁମିତ ଅଣ୍ଟିଲ ସ୍ବର୍ଣ୍ଣ ପଦକ ହାସଲ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ୍ କରି ଲେଖିଛନ୍ତି, "ପାରାଲମ୍ପିକ୍ସରେ ଆମ ଆଥଲେଟମାନେ ଲଗାତାର ସେମାନଙ୍କ ପରକାଷ୍ଠା ଦେଖାଇବାରେ ଲାଗିଛନ୍ତି । ସୁମିତଙ୍କ ରେକର୍ଡ ବ୍ରେକିଂ ପ୍ରଦର୍ଶନ ଯୋଗୁଁ ସାରା ଭାରତ ଆଜି ଗର୍ବିତ । ସ୍ବର୍ଣ୍ଣ ପଦକ ହାସଲ କରିଥିବାରୁ ତାଙ୍କୁ ଶୁଭେଚ୍ଛା । ଆଗାମୀ ଭବିଷ୍ୟତ ପାଇଁ ଶୁଭକାମନା ।"

  • Sumit Antil's historic performance in javelin throw at the #Paralympics is a moment of great pride for the country. Congratulations on winning the gold and setting a new world record. Every Indian is elated to hear the national anthem at the podium. You're a true champion!

    — President of India (@rashtrapatibhvn) August 30, 2021 " class="align-text-top noRightClick twitterSection" data=" ">

ଖାଲି ପ୍ରଧାନମନ୍ତ୍ରୀ ନୁହଁନ୍ତି ରାଷ୍ଟପତି ମଧ୍ୟ ସୁମିତଙ୍କୁ ଶୁଭେଚ୍ଛା ଜଣାଇ ଲେଖିଛନ୍ତି ଯେ, "ଟୋକିଓ ପାରାଲମ୍ପିକ୍ସରେ ଐତିହାସିକ ପ୍ରଦର୍ଶନ କରିଛନ୍ତି ସୁମିତ । ଭାରତ ପାଇଁ ଏହା ଏକ ଗର୍ବର ବିଷୟ । ସ୍ବର୍ଣ୍ଣ ପଦକ ସହ ବିଶ୍ବ ରେକର୍ଡ ହାସଲ କରିଥିବା ସୁମିତଙ୍କୁ ଶୁଭେଚ୍ଛା । ପୋଡିୟମରେ ଜାତୀୟ ସଙ୍ଗୀତ ଶୁଣିବା ପାଇଁ ସାରା ଦେଶ ବ୍ୟାଗ୍ର ହୋଇ ରହିଥିଲା । ସତରେ ଆପଣ ଜଣେ ଚମ୍ପିଆନ ।"

ଏପଟେ ଯୁବ ବ୍ୟାପାର ଓ କ୍ରୀଡ଼ାମନ୍ତ୍ରୀ ଅନରୁାଗ ଠାକୁର ମଧ୍ୟ ସୁମିତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ସୁମିତଙ୍କ ଏକ ଫଟୋ ସେୟାର କରି କହିଛନ୍ତି ଯେ, "ବିଶ୍ବ ରେକର୍ଡ ଭାଙ୍ଗିଛି । ଭାରତ ଆଉ ଏକ ସ୍ବର୍ଣ୍ଣ ପଦକ ହାସଲ କରିଛି । ସୁମିତ ଅନ୍ତିଲ ଟୋକିଓ ପାରାଲମ୍ପିକ୍ସରେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ଜବରଦସ୍ତ ଥ୍ରୋ', ଏହାଏକ ପ୍ରେରଣାଦାୟକ କୀର୍ତ୍ତି । ଫାଇନାଲ ଇଭେଣ୍ଟରେ ୬୮.୫୫ ମିଟର ଜାଭେଲିନ ଫିଙ୍ଗିଲେ ସୁମିତ ।"

  • Congratulate #SumitAntil on scripting history with world record throw of 68.55m in Men's F64 final of Javelin Throw event at #Tokyo2020 #Paralympics. The country is proud of your historic feat which will continue to inspire sportspersons. Keep shining. #Cheer4India

    — Naveen Patnaik (@Naveen_Odisha) August 30, 2021 " class="align-text-top noRightClick twitterSection" data=" ">

ସେପଟେ ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକ ମଧ୍ୟ ସୁମିତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ଲେଖିଛନ୍ତି, "୬୮.୫୫ ଐତିହାସିକ ରେକର୍ଡ ଥ୍ରୋ ପାଇଁ ସୁମିତଙ୍କୁ ଶୁଭେଚ୍ଛା । ପୁରୁଷ ବିଭାଗର F64 କାଟାଗୋରୀରେ ସେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ସାରା ଦେଶ ଆପଣଙ୍କ ପାଇଁ ଗର୍ବିତ । ଏହି ଐତିହାସିକ ମୁହୂର୍ତ୍ତ ଆଗାମୀ କ୍ରୀଡ଼ାବିତଙ୍କୁ ଉତ୍ସାହିତ କରାଇବ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 30, 2021, 6:24 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.