ଭୁବନେଶ୍ବର: ୪ ଦଶନ୍ଧି ଅପେକ୍ଷାର ଅନ୍ତ ଘଟିଲା । ଶେଷରେ ଟୋକିଓ ଅଲମ୍ପିକ୍ ଗେମ୍ସରେ ଭାରତ କାଂସ୍ୟ ପଦକ ହାସଲ କରି ଇତିହାସ ସୃଷ୍ଟି କରିଛି । ଏହାପରେ ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସଭିଁଙ୍କ ମୁଖରେ ନବୀନଙ୍କ ଗୁଣଗାନ । ଏହାର କାରଣ ହେଉଛି ଉଭୟ ପୁରୁଷ ଓ ମହିଳା ହକି ଦଳର ପ୍ରାୟୋଜକ ସାଜିଛି ଓଡ଼ିଶା । ଦେଶରେ କ୍ରିକେଟ ଲୋକପ୍ରିୟତା ହାସଲ କରିଥିବାବେଳେ ହକିକୁ ଆପଣେଇ ନେଇଥିଲେ ମୁଖ୍ୟମନ୍ତ୍ରୀ ।
ଏହାର ଫଳ ସ୍ବରୁପ ଭାରତୀୟ ଦଳ ଟୋକିଓ ଅଲମ୍ପିକ୍ ଗେମ୍ସରେ ଜବରଦସ୍ତ ପ୍ରଦର୍ଶନ କରି ବ୍ରୋଞ୍ଜ ପଦକ ହାସଲ କରିଛି । ଏହି ଐତିହାସିକ ବିଜୟ ପରେ ପୁନଃ ସୋସିଆଲ ମିଡିଆରେ ଟ୍ରେଣ୍ଡିଂ ରହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସଭିଁଙ୍କ ମୁହଁରେ ଗୋଟିଏ କଥା । ଧନ୍ୟବାଦ ନବୀନ ସାର୍ ।
-
Thank you for your relentless support to Indian Hockey.
— Kirti Azad (@KirtiAzaad) August 5, 2021 " class="align-text-top noRightClick twitterSection" data="
#NaveenPatnaik @Naveen_Odisha only you deserve all praise. pic.twitter.com/zKuzdU6afQ
">Thank you for your relentless support to Indian Hockey.
— Kirti Azad (@KirtiAzaad) August 5, 2021
#NaveenPatnaik @Naveen_Odisha only you deserve all praise. pic.twitter.com/zKuzdU6afQThank you for your relentless support to Indian Hockey.
— Kirti Azad (@KirtiAzaad) August 5, 2021
#NaveenPatnaik @Naveen_Odisha only you deserve all praise. pic.twitter.com/zKuzdU6afQ
ବହୁ ସୁପରିଚିତ ଚେହେରା ସହ ଅନେକ ୟୁଜର ଏବେ ନବୀନଙ୍କ ପ୍ରଶଂସାରେ ଶତ ମୁଖ । ପୂର୍ବତନ ଭାରତୀୟ କ୍ରିକେଟର କିର୍ତ୍ତୀ ଆଜାଦ ଟ୍ବିଟ୍ କରି ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ ଟ୍ବିଟ୍ କରିଛନ୍ତି ଯେ, "ଆପଣଙ୍କ ସମର୍ଥନ ପାଇଁ ଧନ୍ୟବାଦ । ସମସ୍ତ ଶ୍ରେୟ ଆପଣଙ୍କୁ ଦେଲେ ଭୁଲ ହେବନାହିଁ ।"
-
#thankyounaveensir #ThankYouNaveenPatnaik sir
— sumiit patnaaik (@PatnaaikSumiit) August 5, 2021 " class="align-text-top noRightClick twitterSection" data="
Congratulations @TheHockeyIndia
What a play and what a win… excellent & memorable day.
Thank you again @Naveen_Odisha sir, history will also remember this moment and your contribution to it. @Amar4Odisha https://t.co/maYAhYcx54
">#thankyounaveensir #ThankYouNaveenPatnaik sir
— sumiit patnaaik (@PatnaaikSumiit) August 5, 2021
Congratulations @TheHockeyIndia
What a play and what a win… excellent & memorable day.
Thank you again @Naveen_Odisha sir, history will also remember this moment and your contribution to it. @Amar4Odisha https://t.co/maYAhYcx54#thankyounaveensir #ThankYouNaveenPatnaik sir
— sumiit patnaaik (@PatnaaikSumiit) August 5, 2021
Congratulations @TheHockeyIndia
What a play and what a win… excellent & memorable day.
Thank you again @Naveen_Odisha sir, history will also remember this moment and your contribution to it. @Amar4Odisha https://t.co/maYAhYcx54
ସେହିଭଳି ଜଣେ ଟ୍ବିଟ୍ କରି ଲେଖିଛନ୍ତି ଯେ, "କେବଳ ଆପଣଙ୍କ ଯୋଗୁଁ ଏସବୁ ସମ୍ଭବ ହୋଇପାରିଛି । ଧନ୍ୟବାଦ ନବୀନ ସାର୍ । ଆପଣଙ୍କ ସମର୍ଥନ ଯୋଗୁଁ ଭାରତ ଆଜି ହକି ପାଇଁ ଗର୍ବିତ । ରାଜସ୍ଥାନରୁ ଆପଣଙ୍କୁ ପ୍ରଣାମ"
-
Thank you @Naveen_Odisha Sir for sponsoring the team when nobody was coming forward,
— Rishi (@Dumbell_door) August 5, 2021 " class="align-text-top noRightClick twitterSection" data="
A huge credit of this win goes to you as well. Hope our ladies would bring the same result tomorrow as well. 👏😊 pic.twitter.com/zubhegKZvP
">Thank you @Naveen_Odisha Sir for sponsoring the team when nobody was coming forward,
— Rishi (@Dumbell_door) August 5, 2021
A huge credit of this win goes to you as well. Hope our ladies would bring the same result tomorrow as well. 👏😊 pic.twitter.com/zubhegKZvPThank you @Naveen_Odisha Sir for sponsoring the team when nobody was coming forward,
— Rishi (@Dumbell_door) August 5, 2021
A huge credit of this win goes to you as well. Hope our ladies would bring the same result tomorrow as well. 👏😊 pic.twitter.com/zubhegKZvP
ଆଉ ଜଣେ ୟୁଜର ଲେଖିଛନ୍ତି ଯେ, "ଅଲମ୍ପିକରେ କାଂସ୍ୟ ପଦକ ହାସଲ କରିଥିବାରୁ ଭାରତୀୟ ପୁରୁଷ ହକି ଦଳକୁ ଶୁଭେଚ୍ଛା । ଏସବୁ ଭିତରେ ଆମେ ନବୀନ ସାରଙ୍କୁ ଭୁଲିବା କଥା ନୁହେଁ । ଏହି ସଫଳତା ପଛରେ ନବୀନ ସାରଙ୍କ ହାତ ରହିଛି । ହକି ଦଳକୁ ପ୍ରୋତ୍ସାହନ ଦେଇଥିବାରୁ ଧନ୍ୟବାଦ ।"
-
Not to forget @Naveen_Odisha Sir's contribution in building Indian Hockey again.Thank you. Congratulations @TheHockeyIndia for the historic bronze medal in #TokyoOlympics2020 #Naveen4Hockey https://t.co/BqTgwGGUWP
— Debasish Khadanga (@dkdebasishkhada) August 5, 2021 " class="align-text-top noRightClick twitterSection" data="
">Not to forget @Naveen_Odisha Sir's contribution in building Indian Hockey again.Thank you. Congratulations @TheHockeyIndia for the historic bronze medal in #TokyoOlympics2020 #Naveen4Hockey https://t.co/BqTgwGGUWP
— Debasish Khadanga (@dkdebasishkhada) August 5, 2021Not to forget @Naveen_Odisha Sir's contribution in building Indian Hockey again.Thank you. Congratulations @TheHockeyIndia for the historic bronze medal in #TokyoOlympics2020 #Naveen4Hockey https://t.co/BqTgwGGUWP
— Debasish Khadanga (@dkdebasishkhada) August 5, 2021
ଜଣେ ୟୁଜର ଲେଖିଛନ୍ତି ଯେ, "ଭାରତୀୟ ହକି ଉପରେ ଭରସା କରିଥିବାରୁ ନବୀନ ପଟ୍ଟନାୟକ ସାରଙ୍କୁ ଧନ୍ୟବାଦ । ଏଥିପାଇଁ ଭାରତୀୟ ହକି ଦଳ ଏକ ସ୍ବର୍ଣ୍ଣିମ ଇତିହାସ ଲେଖି ପାରିଛି । ଅନ୍ୟମାନଙ୍କୁ ଆପଣଙ୍କ ପନ୍ଥା ଅନୁସରଣ କରିବା ଉଚିତ୍।"
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ