ETV Bharat / sports

କୋରୋନା ଭୟ: WTA ପକ୍ଷରୁ ମହିଳା ଟେନିସ ଟୁର୍ଣ୍ଣାମେଣ୍ଟ ବାତିଲ

author img

By

Published : Mar 17, 2020, 9:40 AM IST

ବିଶ୍ୱରେ ମହାମାରୀ ସାଜିଛି କୋରୋନା ଭାଇରସ(COVID-19) । ଫଳରେ ଏକାଧିକ କ୍ରୀଡା ଇଭେଣ୍ଟ ପୂର୍ବରୁ ବାତିଲ ଓ କିଛି କ୍ରୀଡା ଇଭେଣ୍ଟକୁ ସ୍ଥଗିତ ରଖାଯାଇଛି । ଅଧିକ ପଢନ୍ତୁ...

WTA tour suspended
WTA ପକ୍ଷରୁ ମହିଳା ଟେନିସ ଟୁର୍ଣ୍ଣାମେଣ୍ଟ ବାତିଲ

ଫ୍ଲୋରିଡା: ବିଶ୍ୱରେ ମହାମାରୀ ସାଜିଛି କୋରୋନାଭାଇରସ(COVID-19) । ଫଳରେ ଏକାଧିକ କ୍ରୀଡା ଇଭେଣ୍ଟ ପୂର୍ବରୁ ବାତିଲ ଓ କିଛି କ୍ରୀଡା ଇଭେଣ୍ଟକୁ ସ୍ଥଗିତ ରଖାଯାଇଛି ।

  • WTA Statement on upcoming clay court swing:

    Due to the ongoing global coronavirus outbreak, the WTA tournaments in Stuttgart, Istanbul and Prague will not be held as scheduled.

    At this point in time, the WTA Tour is now suspended until May 2 ---> https://t.co/MWcRZERqIq pic.twitter.com/bgxXXXniIH

    — WTA (@WTA) March 16, 2020 " class="align-text-top noRightClick twitterSection" data=" ">

WTA Statement on upcoming clay court swing:

Due to the ongoing global coronavirus outbreak, the WTA tournaments in Stuttgart, Istanbul and Prague will not be held as scheduled.

At this point in time, the WTA Tour is now suspended until May 2 ---> https://t.co/MWcRZERqIq pic.twitter.com/bgxXXXniIH

— WTA (@WTA) March 16, 2020

ତେବେ ସଦ୍ୟସୂଚନା ଅନୁଯାୟୀ ମହିଳା ଟେନିସ ଆସୋସିଏସନ(WTA) ତାର ଆଗାମୀ WTA ଟୁର୍ଣ୍ଣାମେଣ୍ଟକୁ ବାତିଲ କରିଛି । ଇସତନବୁଲ, ସ୍ଟଟଗର୍ଟ ଓ ପାରାଗୁଏରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବା ନେଇ ମ୍ୟାଚ ସୂଚୀ ରହିଥିଲା ।

WTA tour suspended
WTA ପକ୍ଷରୁ ମହିଳା ଟେନିସ ଟୁର୍ଣ୍ଣାମେଣ୍ଟ ବାତିଲ

ପୂର୍ବ ନିର୍ଦ୍ଧାରିତ ସମୟରେ ଏହି ମହିଳା ଟେନିସ ଟୁର୍ଣ୍ଣାମେଣ୍ଟ ହେବାନାହିଁ । ସେଥିପାଇଁ, ପ୍ରଶଂସକ, ଖେଳାଳି, ସ୍ପୋନସର ସମସ୍ତଙ୍କ ନିକଟରେ ଏକ ଅଫିସିଆଲ ଘୋଷଣାନାମାରେ WTA ପକ୍ଷରୁ ଦୁଃଖ ପ୍ରକାଶ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.