ETV Bharat / sports

ବିଶ୍ବ ଟେନିସ ମାନ୍ୟତା: 3ୟ ସ୍ଥାନକୁ ଉଠିଲେ ଓସାକା

author img

By

Published : Sep 14, 2020, 10:46 PM IST

ୟୁଏସ ଓପନ ଟାଇଟଲ ବିଜେତା ନାଓମି ଓସାକା ସୋମବାର ପ୍ରକାଶିତ ମାନ୍ୟତାର 3ୟ ସ୍ଥାନକୁ ଉନ୍ନୀତ ହୋଇଛନ୍ତି ।

WTA Rankings: Naomi Osaka climbs to No.3 after US Open title
ବିଶ୍ବ ଟେନିସ ମାନ୍ୟତା: 3ୟ ସ୍ଥାନକୁ ଉନ୍ନୀତ ନାଓମି ଓସାକା

ଫ୍ଲୋରିଡା: ପ୍ରକାଶ ପାଇଲା ବିଶ୍ବ ଟେନିସ ମାନ୍ୟତା । ୟୁଏସ ଓପନ ଟାଇଟଲ ବିଜେତା ନାଓମି ଓସାକା ସୋମବାର ପ୍ରକାଶିତ ମାନ୍ୟତାର 3ୟ ସ୍ଥାନକୁ ଉନ୍ନୀତ ହୋଇଛନ୍ତି ।

22ବର୍ଷୀୟ ଓସାକା ରବିବାର ଭିକ୍ଟୋରିଆ ଆଜରେଙ୍କାଙ୍କୁ ୟୁଏସ ଓପନ ଫାଇନାଲରେ ହରାଇ ଟାଇଟଲ ବିଜେତା ହୋଇଥିଲେ । ଫଳରେ 6ଟି ସ୍ଥାନ ଉପରକୁ ଉଠି 3ୟ ସ୍ଥାନରେ ରହିଛନ୍ତି ଓସାକା ।

ଓସାକା ଆଜରେଙ୍କାଙ୍କ ବିପକ୍ଷରେ 1-6, 6-3, 6-3 ସେଟରେ ପରାସ୍ତ କରିଥିଲେ । ପୂର୍ବରୁ 2018 ୟୁଏସ ଓପନ ଟ୍ରଫି ଜିତିଥିଲେ ନାଓମି ଓସାକା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.