ETV Bharat / sports

ମେଲବର୍ଣ୍ଣରେ ଆଇସୋଲେସନ ଖେଳାଳିଙ୍କ ପାଇଁ ସ୍ବତନ୍ତ୍ର ଟୁର୍ଣ୍ଣାମେଣ୍ଟ

ମହିଳା ଟେନିସ ସଂଘ(ଡବ୍ଲିଟିଏ)ମେଲବର୍ଣ୍ଣରେ ଆଇସୋଲେସନରେ ଥିବା ଖେଳାଳିଙ୍କ ପାଇଁ ଆୟୋଜିତ କରିବ ଏକ ନୂତନ ଟୁର୍ଣ୍ଣାମେଣ୍ଟ । ଏହି ଟୁର୍ଣ୍ଣାମେଣ୍ଟରେ 3ରୁ 7 ଫେବୃଆରୀ ଯାଏଁ ଆୟୋଜିତ ହେବ ।

author img

By

Published : Jan 25, 2021, 11:26 AM IST

ମେଲବର୍ଣ୍ଣରେ ଆଇସୋଲେସନ ଖେଳାଳିଙ୍କ ପାଇଁ ସ୍ବତନ୍ତ୍ର ଟୁର୍ଣ୍ଣାମେଣ୍ଟ
ମେଲବର୍ଣ୍ଣରେ ଆଇସୋଲେସନ ଖେଳାଳିଙ୍କ ପାଇଁ ସ୍ବତନ୍ତ୍ର ଟୁର୍ଣ୍ଣାମେଣ୍ଟ

ମେଲବର୍ଣ୍ଣ: ମହିଳା ଟେନିସ ସଂଘ(ଡବ୍ଲିଟିଏ)ମେଲବର୍ଣ୍ଣରେ ଆଇସୋଲେସନରେ ଥିବା ଖେଳାଳିଙ୍କ ପାଇଁ ଆୟୋଜିତ କରିବ ଏକ ନୂତନ ଟୁର୍ଣ୍ଣାମେଣ୍ଟ । ଯେଉଁ ଖେଳାଳିମାନେ 14ଦିନ ଆଇସୋଲେସନରେ ଅଛନ୍ତି ଓ 8 ଫେବୃଆରୀରେ ଆରମ୍ଭ ହେବାକୁ ଥିବା ଅଷ୍ଟ୍ରେଲିଆ ଓପନ ପୂର୍ବରୁ ଅଭ୍ୟାସ ପାଇଁ ସୁଯୋଗ ପାଇ ନାହାଁନ୍ତି , ସେମାନେ ଉକ୍ତ ଟୁର୍ଣ୍ଣାମେଣ୍ଟରେ ଅଂଶ ଗ୍ରହଣ କରିବେ ।

ଏହି ଟୁର୍ଣ୍ଣାମେଣ୍ଟରେ 3ରୁ 7 ଫେବୃଆରୀ ଯାଏଁ ଆୟୋଜିତ ହେବ ।

ଅଷ୍ଟ୍ରେଲିଆ ଓପନ ଟୁର୍ଣ୍ଣାମେଣ୍ଟର ନିର୍ଦ୍ଦେଶକ କ୍ରେଗ ଟିଲେ ରବିବାର ଦିନ କହିଛନ୍ତି ଯେ, ଏହି କଡା ଆଇସୋଲୋସନରେ ଥିବା ଖେଳାଳିଙ୍କ ପାଇଁ ଏହି ସମୟ ବେଶ୍‌ ଚ୍ୟାଲେଞ୍ଜିଙ୍ଗ ରହିଛି । ଆମେ ଡବ୍ଲୁଟିଏ ଓ ଏଟିପି ସହ ମିଶି ସବୁ କରିବାକୁ ଚାହୁଁଛି , ଯାହାଦ୍ବାରା ଖେଳାଳିଙ୍କୁ ସାହାଯ୍ୟ ମିଳିବ ।

ସୂଚନାଥାଉ କି, ଚାର୍ଟର୍ଡ ଫ୍ଲାଇଟ୍‌ରେ କୋଭିଡ-19 ପଜିଟିଭି ମାମାଲା ଆସିବା ପରେ ସେଥିରେ ଥିବା 72 ଖେଳାଳି କଡା ଆସୋଲେସନରେ ଅଛନ୍ତି । 2 ଏଟିପି ଟୁର୍ଣ୍ଣାମେଣ୍ଟକୁ 24ଘଣ୍ଟା ପାଇଁ ଆଗକୁ ବଢାଇ ଦିଆଯାଇଛି । ପୂର୍ବରୁ 1 ଫେବୃଆରୀରେ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ ଥିଲା । ଏବେ ଏଟିପି କପ୍‌ ଗୋଟିଏ ଦିନ ପରେ ଆରମ୍ଭ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.