ETV Bharat / sports

ସର୍ବାଧିକ ସପ୍ତାହ ବିଶ୍ବ ନଂ1, ଫେଡେରରଙ୍କୁ ଟପିଲେ ଜୋକଭିକ

ସର୍ବିୟାନ ଟେନିସ ଷ୍ଟାର ନୋବାକ ଜୋକଭିକ ସର୍ବାଧିକ ସପ୍ତାହ ପର୍ଯ୍ୟନ୍ତ ATP ରାକିଂରେ ଶୀର୍ଷରେ ରହିବାର ରେକର୍ଡରେ ରୋଜର ଫେଡେରରଙ୍କୁ ଅତିକ୍ରମ କରିଛନ୍ତି । ଅଧିକ ପଢନ୍ତୁ...

author img

By

Published : Mar 8, 2021, 10:55 PM IST

Watch | Djokovic surpasses Federer record to achieve this milestone
ସର୍ବାଧିକ ସପ୍ତାହ ବିଶ୍ବ ନଂ1, ଫେଡେରରଙ୍କୁ ଟପିଲେ ଜୋକଭିକ

ଲଣ୍ଡନ: ସର୍ବିୟାନ ଟେନିସ ଷ୍ଟାର ନୋବାକ ଜୋକଭିକ ଭାଙ୍ଗିଲେ ରୋଜର ଫେଡେରରଙ୍କ ରେକର୍ଡ । ସର୍ବାଧିକ ସପ୍ତାହ ପର୍ଯ୍ୟନ୍ତ ATP ରାକିଂରେ ଶୀର୍ଷରେ ରହିବାର ରେକର୍ଡରେ ଫେଡେରରଙ୍କୁ ଅତିକ୍ରମ କରିଛନ୍ତି ଜୋକଭିକ ।

ଚଳିତ ସପ୍ତାହର ଆରମ୍ଭ ସହ ଜୋକଭିକ 311 ସପ୍ତାହ ପର୍ଯ୍ୟନ୍ତ ATP ରାକିଂରେ ଶୀର୍ଷରେ ରହିଛନ୍ତି । ଫଳରେ ଫେଡେରେରଙ୍କ ଏହି ବିରଳ ରେକର୍ଡ ଭଙ୍ଗ ହୋଇଛି ।

ATP ଟୁର୍‌ ପକ୍ଷରୁ ଟ୍ବିଟ ଯୋଗେ ଏହି ସୂଚନା ଦିଆଯାଇଛି ।

ନଜର ପକାନ୍ତୁ ସର୍ବାଧିକ ସପ୍ତାହ ପର୍ଯ୍ୟନ୍ତ ମାନ୍ୟତାର ଶୀର୍ଷରେ ରହିଥିବା ଖେଳାଳିଙ୍କ ଉପରେ..

1. ନୋଭାକ ଜୋକଭିକ 311

2. ରୋଜର ଫେଡେରର 310

3. ପେଟେ ସାମପ୍ରାସ 286

4. ଇଭାନ ଲେଣ୍ଟିଲ 270

5.ଜିମ୍ମି କନ୍ନରସ 268

6. ରାଫେଲ ନାଦାଲ 209

7. ଜନ ମେକରୋଏ 170

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.