ETV Bharat / sports

ୟୁଏସ ଓପନ: 2ୟ ରାଉଣ୍ଡରେ ବୋପନ୍ନା-ଶାପୋଭାଲୋଭ ଯୋଡି

ବୋପନ୍ନା ଯୋଡି 2ୟ ରାଉଣ୍ଡରେ ଆଜି କେଭିନ କ୍ରୱେଟ୍‌ଜ - ଆଣ୍ଡ୍ରିୟାସ ମିଜଙ୍କୁ ଭେଟିବେ ।

author img

By

Published : Sep 5, 2020, 2:24 PM IST

ୟୁଏସ ଓପନ: 2ୟ ରାଉଣ୍ଡରେ ବୋପନ୍ନା-ଶାପୋଭାଲୋଭ ଯୋଡି
ୟୁଏସ ଓପନ: 2ୟ ରାଉଣ୍ଡରେ ବୋପନ୍ନା-ଶାପୋଭାଲୋଭ ଯୋଡି

ନ୍ୟୁୟର୍କ: ଭାରତର ଅନୁଭବୀ ଟେନିସ ଖେଳାଳି ରୋହନ ବୋପନ୍ନା ଓ ତାଙ୍କର କାନାଡା ସାଥୀ ଡେନିସ ଶାପୋଭାଲୋଭ ଯୋଡି ୟୁଏସ ଓପନର ପୁରୁଷ ଯୁଗଳ ବର୍ଗର ପ୍ରଥମ ରାଉଣ୍ଡରେ ବିଜୟ ହାସଲ କରିଛନ୍ତି । ଏହି ଭାରତୀୟ-କାନାଜା ଯୋଡି ଶୁକ୍ରବାର ଆମେରିକା ଯୋଡି ଅର୍ନେସ୍ଟୋ ଏସ୍କୋବେଡୋ -ନୋଆ ରୁବିନଙ୍କୁ 6-2,6-4 ସେଟ ପରାସ୍ତ କରି 2ୟ ରାଉଣ୍ଡରେ ପ୍ରବେଶ କରିଛନ୍ତି ।

ଏହି ମୁକାବିଲା ଏକ ଘଣ୍ଟା 22ମିନିଟ ଯାଏଁ ଚାଲିଥିଲା । ତେବେ ବୋପନ୍ନା ଯୋଡି 2ୟ ରାଉଣ୍ଡରେ ଆଜି କେଭିନ କ୍ରୱେଟ୍‌ଜ - ଆଣ୍ଡ୍ରିୟାସ ମିଜଙ୍କୁ ଭେଟିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.