ETV Bharat / sports

ୟୁଏସ ଓପନ: ପରାସ୍ତ ସେରେନା ୱିଲିୟମ୍ସ, ଫାଇନାଲରେ ଭିକ୍ଟୋରିଆ ଆଜରିଙ୍କା

author img

By

Published : Sep 11, 2020, 7:56 PM IST

ଭିକ୍ଟୋରିଆ ଆଜରିଙ୍କା ୟୁଏସ ଓପନ ସେମିଫାଇନାଲରେ ସେରେନା ୱିଲିୟମ୍ସଙ୍କୁ 1-6, 6-3, 6-3 ସେଟରେ ହରାଇ ଫାଇନାଲରେ ପ୍ରବେଶ କରିଛନ୍ତି ।

US Open: Azarenka wins the battle of moms, beats Serena to reach final
ୟୁଏସ ଓପନ: ପରାସ୍ତ ସେରେନା ୱିଲିୟମ୍ସ, ଫାଇନାଲରେ ଭିକ୍ଟୋରିଆ ଆଜରିଙ୍କା

ନ୍ୟୁୟର୍କ: ଟେନିସ ଷ୍ଟାର ସେରେନା ୱିଲିୟମ୍ସଙ୍କର ରେକର୍ଡ 24ତମ ଗ୍ରାଣ୍ଡ ସ୍ଳାମ ସିଙ୍ଗଲ୍ସ ଟାଇଟେଲ ବିଜୟ ସ୍ବପ୍ନ ଚୁରମାର । ଭିକ୍ଟୋରିଆ ଆଜରିଙ୍କା ୟୁଏସ ଓପନ ସେମିଫାଇନାଲରେ 1-6, 6-3, 6-3 ସେଟରେ ହରାଇ ଫାଇନାଲରେ ପ୍ରବେଶ କରିଛନ୍ତି । ଫଳରେ ସେମିରୁ ସେରେନାଙ୍କ ୟୁଏସ ଓପନ ଅଭିଯାନ ଶେଷ ହୋଇଛି ।

ଦୁଇ ଥରର ଗ୍ରାଣ୍ଡ ସ୍ଲାମ ଚମ୍ପିଆନ ଆଜରିଙ୍କା 7 ବର୍ଷ ମଧ୍ୟରେ ପ୍ରଥମ ଥର ଏକ ବଡ ଟୁର୍ଣ୍ଣାମେଣ୍ଟର ଫାଇନାଲକୁ ଉନ୍ନୀତ ହୋଇଛନ୍ତି । 2018 ୟୁଏସ ଓପନ ଚମ୍ପିଆନ ନାଓମି ଓସାକାଙ୍କୁ ଶନିବାର ଫାଇନାଲରେ ଭେଟିବେ ଭିକ୍ଟୋରିଆ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.