ETV Bharat / sports

କେସିଆରଙ୍କୁ ଭଉଣୀ ବିବାହର ନିମନ୍ତ୍ରଣ କାର୍ଡ ଦେଲେ ସାନିଆ

author img

By

Published : Dec 10, 2019, 11:11 PM IST

ତେଲାଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କୁ ଭେଟିଲେ ଟେନିସ ଷ୍ଟାର ସାନିଆ ମିର୍ଜା, ଭଉଣୀ ଆନମ ମିର୍ଜାଙ୍କ ବିବାହ ଉତ୍ସବ ପାଇଁ ନିମନ୍ତ୍ରଣ ପତ୍ର ଦେଇଛନ୍ତି ।

ସାନିଆ ମିର୍ଜା
ସାନିଆ ମିର୍ଜା

ହାଇଦ୍ରାବାଦ: ତେଲାଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କୁ ଭେଟିଲେ ଟେନିସ ଷ୍ଟାର ସାନିଆ ମିର୍ଜା ଓ ପୂର୍ବତନ କ୍ରିକେଟର ଆଝାରୁଦ୍ଦିନ । ସାନିଆଙ୍କ ସାନ ଭଉଣୀ ଆନମ ମିର୍ଜା ହାଇଦ୍ରାବାଦ କ୍ରିକେଟ ଆସୋସିଏସନ(HCA)ର ସଭାପତି ତଥା ପୂର୍ବତନ ଟିମ ଇଣ୍ଡିଆ କ୍ୟାପଟେନ ମହମ୍ମଦ ଆଝାରୁଦ୍ଦିନଙ୍କ ପୁତ୍ର ମହମ୍ମଦ ଆଶଦୁଦ୍ଦିନଙ୍କୁ ବିବାହ କରୁଛନ୍ତି ।

ଏହି ହାଇପ୍ରୋଫାଇଲ ବିବାହ ଉତ୍ସବରେ ଯୋଗ ଦେବାକୁ ସାନିଆ ମୁଖ୍ୟମନ୍ତ୍ରୀ କେସିଆରଙ୍କୁ ନିମନ୍ତ୍ରଣ ପତ୍ର ଦେଇଛନ୍ତି । ପ୍ରଗତି ଭବନରେ ଏହି ସାକ୍ଷାତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.