ନ୍ୟୁୟର୍କ: ଇତିହାସ ରଚିଲେ ବ୍ରିଟିଶ ଯୁବ ମହିଳା ଟେନିସ ଷ୍ଟାର ଏମ୍ମା ରାଦୁକାନୁ । ମହିଳା ୟୁଏସ ଓପନର ନୂଆ ତାଜ୍ ପିନ୍ଧିଛନ୍ତି ରାଦୁକାନୁ । ଫାଇନାଲରେ ୧୯ ବର୍ଷୀୟା ଲେଲା ଫର୍ନାଣ୍ଡିଜଙ୍କୁ ୬-୪, ୬-୩ ସେଟ୍ରେ ହରାଇ ଚମ୍ପିଆନ ହୋଇଛନ୍ତି ।
-
US Open: Britain’s 18-year-old Emma Raducanu defeats 19-year-old canadian Leylah Fernandez to claim her first Grand Slam crown.With this #EmmaRaducanu became the youngest Grand Slam champion since 17-yr-old Maria Sharapova’s triumph at Wimbledon in 2004.pic.twitter.com/VgumM9gFSg
— All India Radio News (@airnewsalerts) September 12, 2021 " class="align-text-top noRightClick twitterSection" data="
">US Open: Britain’s 18-year-old Emma Raducanu defeats 19-year-old canadian Leylah Fernandez to claim her first Grand Slam crown.With this #EmmaRaducanu became the youngest Grand Slam champion since 17-yr-old Maria Sharapova’s triumph at Wimbledon in 2004.pic.twitter.com/VgumM9gFSg
— All India Radio News (@airnewsalerts) September 12, 2021US Open: Britain’s 18-year-old Emma Raducanu defeats 19-year-old canadian Leylah Fernandez to claim her first Grand Slam crown.With this #EmmaRaducanu became the youngest Grand Slam champion since 17-yr-old Maria Sharapova’s triumph at Wimbledon in 2004.pic.twitter.com/VgumM9gFSg
— All India Radio News (@airnewsalerts) September 12, 2021
ଗତ ମାସରେ ୧୫୦ତମ ମାନ୍ୟତା ସହିତ ନ୍ୟୁୟର୍କ ପହଞ୍ଚିଥିଲେ ଓ କେବଳ ଗୋଟିଏ ଗ୍ରାଣ୍ଡସ୍ଲାମ ଟୁର୍ଣ୍ଣାମେଣ୍ଟ ଖେଳିଥିଲେ । ମାତ୍ର ଅବିଶ୍ବସନୀୟ ପ୍ରଦର୍ଶନ ସହିତ କ୍ୟାରିୟରର ପ୍ରଥମ ଗ୍ରାଣ୍ଡସ୍ଲାମ ଟ୍ରଫି ହାତେଇଛନ୍ତି ୧୮ ବର୍ଷୀୟା ଯୁବ ବ୍ରିଟିଶ ଟେନିସ ଷ୍ଟାର ।
-
Emma Raducanu's storybook run ends with the 🏆 in New York! pic.twitter.com/esLsw4TQNY
— US Open Tennis (@usopen) September 11, 2021 " class="align-text-top noRightClick twitterSection" data="
">Emma Raducanu's storybook run ends with the 🏆 in New York! pic.twitter.com/esLsw4TQNY
— US Open Tennis (@usopen) September 11, 2021Emma Raducanu's storybook run ends with the 🏆 in New York! pic.twitter.com/esLsw4TQNY
— US Open Tennis (@usopen) September 11, 2021
ବର୍ଷ ୨୦୧୪ ସେରେନା ୱିଲିୟମସଙ୍କ ପରେ ବିନାକୌଣସି ସେଟ୍ ହରାଇ ୟୁଏସ ଓପନ ଟାଇଟେଲ ବିଜୟୀ ହୋଇଥିବା ପ୍ରଥମ ମହିଳା ହୋଇଛନ୍ତି ରାଦୁକାନୁ । ଏଥିସହ ୧୭ ବର୍ଷରେ ୨୦୦୪ ୱିମ୍ବଲଡନ ଜିତିଥିବା ରୁଷିଆର ମାରିଆ ସାରାପୋଭାଙ୍କ ପରେ ସର୍ବକନିଷ୍ଠ ଗ୍ରାଣ୍ଡସ୍ଲାମ ଚମ୍ପିଆନ ମଧ୍ୟ ହୋଇଛନ୍ତି ।
୨୦୦୯ ପରେ ବିଶ୍ବ ଟେନିସ ମାନ୍ୟତାର ୧୫୦ତମ ସ୍ଥାନ, ସବୁଠୁ କମ ମାନ୍ୟତା ଖେଳାଳି ଭାବେ ୟୁଏସ ଓପନ ଟାଇଟେଲ ବିଜେତା ହୋଇଛନ୍ତି । ତେବେ ସୋମବାର ସଦ୍ୟ ପ୍ରକାଶିତ ବିଶ୍ବ ଟେନିସ ମାନ୍ୟତାର ୨୩ତମ ସ୍ଥାନକୁ ଲମ୍ଫ ପ୍ରଦାନ କରିଛନ୍ତି ।
ସେ ମଧ୍ୟ ପ୍ରଥମ ବ୍ରିଟିଶ ମହିଳା ଭାବେ ପ୍ରାୟ ୪୦ ବର୍ଷରୁ ଅଧିକ ସମୟ ପରେ ଗ୍ରାଣ୍ଡ ସ୍ଲାମ ସିଙ୍ଗଲ୍ସ ଟାଇଟେଲ ବିଜୟିନୀ ହେବାର ବିରଳ ରେକର୍ଡ କରିଛନ୍ତି । ୧୯୭୭ରେ ଭର୍ଜିନିଆ ୱାଡେ ଘରୋଇ ମାଟିରେ ୱିମ୍ବଲଡନ ଜିତିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ