ETV Bharat / sports

ମୋଦିଙ୍କ 'ମନ କି ବାତ୍‌'ରେ ମେଡଭେଡେଭ, କେମିତି ଥିଲା ସେ ଭାଷଣ

ପ୍ରଧାନମନ୍ତ୍ରୀ ମୋଦି ନିଜର ମାସିକିଆ କାର୍ଯ୍ୟକ୍ରମ 'ମନ କି ବାତ'ରେ ୟୁଏସ ଓପନ ଟାଇଟଲ ବିଜୟୀ ଡାନିଏଲ ମେଡଭେଡେଭଙ୍କୁ ପ୍ରଶଂସା କରିଛନ୍ତି ।

ଡିଜାଇନ ଫଟୋ
author img

By

Published : Sep 29, 2019, 8:33 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦି ନିଜର ମାସିକିଆ କାର୍ଯ୍ୟକ୍ରମ 'ମନ କି ବାତ'ରେ ଡାନିଏଲ ମେଡଭେଡେଭଙ୍କୁ ପ୍ରଶଂସା କରିଛନ୍ତି । ୟୁଏସ ଓପନ ଫାଇନାଲରେ ଭେଟେରାନ ଟେନିସ ଷ୍ଟାର ରାଫେଲ ନାଡାଲଙ୍କୁ ହରାଇଥିଲେ ମେଡଭେଡେଭ । ଏଥିସହିତ ଏହି ଯୁବ ରୁଷିଆ ଟେନିସ ଷ୍ଟାର , ୟୁଏସ ଓପନ ଟାଇଟଲ ବିଜୟୀ ହୋଇ ଇତିହାସ ରଚିଥିଲେ ।

ଭିଡିଓ ସୌଜନ୍ୟ: twitter@usopen

ତେବେ ବିଜୟ ପରେ ମେଡଭେଡେଭଙ୍କ ଭାଷଣ ପ୍ରେରଣା ଦାୟକ ଥିଲା । ଖେଳୁଆଡ ମନୋଭାବ ସହିତ ସେ ରାଫେଲ ନାଡାଲଙ୍କୁ ତାଙ୍କ ପସନ୍ଦର ଖେଳାଳି ବୋଲି କହିଥିଲେ । ଉପସ୍ଥିତ ଦର୍ଶକଙ୍କୁ କ୍ଷମା ମଧ୍ୟ ମାଗିଥିଲେ । ମେଡଭେଡେଭ କହିଥିଲେ ନାଡାଲ ଜିତନ୍ତୁ ବୋଲି ସମସ୍ତେ ଆଶା କରୁଥିଲେ, ମାତ୍ର ସେ ସମସ୍ତଙ୍କ ମନରେ ଦୁଃଖ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି ମେଡଭେଡେଭଙ୍କ ଏହି ମାନବିକତା ଓ ସରଳତାକୁ ପ୍ରଶଂସା କରିଛନ୍ତି । ମୋଦି କହିଛନ୍ତି ଏହିଭାଷଣ ଦ୍ବାରା ବିଶ୍ବର ଅନେକ ହୃଦୟରେ ସ୍ଥାନ ପାଇଛନ୍ତି ମେଡଭେଡେଭ ।

Intro:Body:

test

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.