ETV Bharat / sports

ୟୁଏସ ଓପନ: ତୃତୀୟ ରାଉଣ୍ଡରେ ନୋଭାକ ଜୋକଭିକ

author img

By

Published : Sep 3, 2020, 3:37 PM IST

ଚଳିତ ୟୁଏସ ଓପନର 3ୟ ରାଉଣ୍ଡରେ ପ୍ରବେଶ କରିଛନ୍ତି ବିଶ୍ବ ଟେନିସ ମାନ୍ୟତାର ନମ୍ବର 1 ଖେଳାଳି ନୋଭାକ ଜୋକଭିକ ।

Novak Djokovic progresses to third round of US Open
ୟୁଏସ ଓପନ: ତୃତୀୟ ରାଉଣ୍ଡରେ ନୋବାକ ଜୋକଭିକ

ନ୍ୟୁୟର୍କ: ଚଳିତ ୟୁଏସ ଓପନର 3ୟ ରାଉଣ୍ଡରେ ପ୍ରବେଶ କରିଛନ୍ତି ବିଶ୍ବ ଟେନିସ ମାନ୍ୟତାର ନମ୍ବର 1 ଖେଳାଳି ନୋଭାକ ଜୋକଭିକ । ବୁଧବାର(ସ୍ଥାନୀୟ ସମୟ) କେଲ ଏଡମୁଣ୍ଡଙ୍କୁ ହରାଇ 3ୟ ରାଉଣ୍ଡକୁ ଉତ୍ତୀର୍ଣ୍ଣ ହୋଇଛନ୍ତି ଜୋକଭିକ ।

ଜୋକଭିକ ଦ୍ବିତୀୟ ରାଉଣ୍ଡରେ ଇଂଲଣ୍ଡର ଏଡମୁଣ୍ଡଙ୍କୁ 6-7, 6-3, 6-4, 6-2 ରେ ହରାଇ ପରବର୍ତ୍ତୀ ରାଉଣ୍ଡରେ ପ୍ରବେଶ କରିଛନ୍ତି ।

ସର୍ବିୟାନ ଟେନିସ ଷ୍ଟାର ଜୋକଭିକ 4ର୍ଥ ୟୁଏସ ଓପନ ଟାଇଟାଲ ରେସ୍ ରେ ରହିଛନ୍ତି । ଗ୍ରାଣ୍ଡ ସ୍ଲାମ ବିଜେତା ଭାବେ ସେ ଫେବରିଟ ରହିଛନ୍ତି ।

ପୂର୍ବରୁ ଅନ୍ୟତମ ଟେନିସ ଷ୍ଟାର ରାଫେଲ ନାଦାଲ ୟୁଏସ ଓପନରୁ ଓହରିଯାଇଥିଲେ । ବିଶ୍ବତମାମ କୋଭିଡ-19 ସଂକ୍ରମଣର ସ୍ଥିତି ଲାଗି ରହିଥିବାରୁ ଏହି ସମୟରେ ଯାତ୍ରା କରିବାକୁ ସୁରକ୍ଷିତ ମଣି ନଥିଲେ ନାଦାଲ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.