ETV Bharat / sports

ଦ୍ବିତୀୟ ଥର ଅଷ୍ଟ୍ରେଲିଆନ ଓପନ ମୁକୁଟ ପିନ୍ଧିଲେ ନାଓମି ଓସାକା

author img

By

Published : Feb 20, 2021, 4:06 PM IST

ଇତିହାସ ରଚିଲେ ଷ୍ଟାର ଟେନିସ ଖେଳାଳି ନାଓମି ଓସାକା । ଦ୍ବିତୀୟ ଥର ପାଇଁ ଜିତିଲେ ଅଷ୍ଟ୍ରେଲିଆନ ଓପନ ଟାଇଟେଲ । ଅଧିକ ପଢନ୍ତୁ...

Naomi Osaka clinch 2nd Australian Open title, beats Jennifer Brady
ଦ୍ବିତୀୟ ଥର ଅଷ୍ଟ୍ରେଲିଆନ ଓପନ ମୁକୁଟ ପିନ୍ଧିଲେ ନାଓମି ଓସାକା

ମେଲବର୍ଣ୍ଣ: ଇତିହାସ ରଚିଲେ ଷ୍ଟାର ଟେନିସ ଖେଳାଳି ନାଓମି ଓସାକା । ଦ୍ବିତୀୟ ଥର ପାଇଁ ଜିତିଲେ ଅଷ୍ଟ୍ରେଲିଆନ ଓପନ ଟାଇଟେଲ । ଫାଇନାଲ ମ୍ୟାଚରେ ଜେନିଫର ବ୍ରାଡିଙ୍କୁ 6-4, 6-3 ସେଟ୍‌ରେ ହରାଇ ବିଜୟୀ ମୁକୁଟ ପିନ୍ଧିଛନ୍ତି ଓସାକା ।

✨ Osaka shines in Melbourne once more ✨@naomiosaka is an #AusOpen champion for the second time.#AO2021 pic.twitter.com/LrZCX4XfJ6

— #AusOpen (@AustralianOpen) February 20, 2021

2019 ସଂସ୍କରଣର ଅଷ୍ଟ୍ରେଲିଆନ ଓପନ ମହିଳା ଏକକ ବର୍ଗର ଚମ୍ପିଆନ ମଧ୍ୟ ରହିଥିଲେ ଓସାକା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ମେଲବର୍ଣ୍ଣ: ଇତିହାସ ରଚିଲେ ଷ୍ଟାର ଟେନିସ ଖେଳାଳି ନାଓମି ଓସାକା । ଦ୍ବିତୀୟ ଥର ପାଇଁ ଜିତିଲେ ଅଷ୍ଟ୍ରେଲିଆନ ଓପନ ଟାଇଟେଲ । ଫାଇନାଲ ମ୍ୟାଚରେ ଜେନିଫର ବ୍ରାଡିଙ୍କୁ 6-4, 6-3 ସେଟ୍‌ରେ ହରାଇ ବିଜୟୀ ମୁକୁଟ ପିନ୍ଧିଛନ୍ତି ଓସାକା ।

2019 ସଂସ୍କରଣର ଅଷ୍ଟ୍ରେଲିଆନ ଓପନ ମହିଳା ଏକକ ବର୍ଗର ଚମ୍ପିଆନ ମଧ୍ୟ ରହିଥିଲେ ଓସାକା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.