ETV Bharat / sports

ବାର୍ସେଲୋନା ଓପନ ଟାଇଟେଲ ଜିତିଲେ ରାଫେଲ ନାଦାଲ

author img

By

Published : Apr 26, 2021, 4:47 PM IST

ବାର୍ସେଲୋନା ଓପନ 68ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ରେ ଷ୍ଟିଫନସ ସିତସିପସଙ୍କୁ 6-4, 6-7,7-5ରେ ହରାଇ ଦ୍ବାଦଶ ଥର ପାଇଁ ସମ୍ମାନଜନକ ବାର୍ସେଲୋନା ଓପନ ଟାଇଟେଲ ଜିତିଛନ୍ତି ରାଫେଲ ନାଦାଲ । ଅଧିକ ପଢନ୍ତୁ...

NADAL WON THE BARCELONA OPEN FOR THE 12TH TIME BY DEFEATING SITSIPAS
ବାର୍ସେଲୋନା ଓପନ ଟାଇଟେଲ ଜିତିଲେ ରାଫେଲ ନାଦାଲ

ବାର୍ସେଲୋନା: ରାଫେଲ ନାଦାଲ ଜିତିଲେ ବାର୍ସେଲୋନା ଓପନ । 68ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ରେ ଷ୍ଟିଫନସ ସିତସିପସଙ୍କୁ 6-4, 6-7,7-5ରେ ହରାଇ ଦ୍ବାଦଶ ଥର ପାଇଁ ସମ୍ମାନଜନକ ବାର୍ସେଲୋନା ଓପନ ଟାଇଟେଲ ଜିତିଛନ୍ତି ନାଦାଲ । ଏହି ମ୍ୟାଚ୍‌ 38 ମିନିଟ ପର୍ଯ୍ୟନ୍ତ ଖେଳାଯାଇଥିଲା ।

ଫାଇନାଲରେ ପହଞ୍ଚିବା ପୂର୍ବରୁ ନାଦାଲ୍‌, ଇଲୟ ଇଭାସ୍କା, କେଇ ନିଶିକୋରି, କେମରନ ନୋରି ଓ କରେନୋ ବୁସ୍ତାଙ୍କୁ ହରାଇଥିଲେ ।

  • Rafael Nadal as Barcelona champions it's...

    🐂 87th career's title
    🐂 61st title on clay
    🐂 12th in Barcelona
    ✌ Back as World Number 2 pic.twitter.com/BqVmmfYRBQ

    — We Are Tennis (@WeAreTennis) April 26, 2021 " class="align-text-top noRightClick twitterSection" data=" ">

ଗତବର୍ଷ କୋରୋନା ମହାମାରୀ କାରଣରୁ ଅଧିକାଂଶ ଟୁର୍ଣ୍ଣାମେଣ୍ଟ ଖେଳାଯାଇ ପାରିନଥିଲା । ଚଳିତ ସଂସ୍କରଣରେ ମଧ୍ୟ ନାଦାଲଙ୍କ ଆରମ୍ଭରେ ଭଲ ନଥିଲା । ଏହି ମେଗା ଇଭେଣ୍ଟର ଟାଇଟେଲ ବିଜୟୀ ହେବାପରେ ନାଦାଲ କହିଛନ୍ତି, "ଏହା ଆହ୍ବାନ ଥିଲା ଓ ଭଲ ପ୍ରଦର୍ଶନ କରିବା ଜରୁରୀ ଥିଲା ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.