ETV Bharat / sports

ଇଟାଲିୟନ ଓପନ: କ୍ବାଟରଫାଇନାଲରେ ବୋପନ୍ନା-ଶାପୋଭାଲୋଭ ଯୋଡି

ଭାରତର ରୋହନ ବୋପନ୍ନା ଓ କାନାଡା ସାଥୀ ଡେନିସ ଶାପୋଭାଲୋଭ ଇଟାଲିୟନ ଓପନର ପୁରୁଷ ଯୁଗଳ ବର୍ଗର କ୍ବାଟରଫାଇନାଲରେ ପ୍ରବେଶ କରିଛନ୍ତି ।

author img

By

Published : Sep 18, 2020, 2:15 PM IST

ଇଟାଲିୟନ ଓପନ: କ୍ବାଟରଫାଇନାଲରେ ବୋପନ୍ନା-ଶାପୋଭାଲୋଭ ଯୋଡି
ଇଟାଲିୟନ ଓପନ: କ୍ବାଟରଫାଇନାଲରେ ବୋପନ୍ନା-ଶାପୋଭାଲୋଭ ଯୋଡି

ରୋମ: ଭାରତର ରୋହନ ବୋପନ୍ନା ଓ କାନାଡା ସାଥୀ ଡେନିସ ଶାପୋଭାଲୋଭ ଇଟାଲିୟନ ଓପନର ପୁରୁଷ ଯୁଗଳ ବର୍ଗର କ୍ବାଟରଫାଇନାଲରେ ପ୍ରବେଶ କରିଛନ୍ତି । ଗୁରିବାର ଦିନ ପ୍ରତିଦ୍ବନ୍ଦୀ ଜୁଆନ ସେବୋସ୍ଟିୟନ କାବେଲ ଓ ରାବର୍ଟ ଫରାହ ଯୋଡିଙ୍କୁ 6-3, 3-6,10-5 ସେଟ୍‌ରେ ପରାସ୍ତ କରିଛନ୍ତି ବୋପନ୍ନା ଯୋଡି ।

ତେବେ ଆଜି କ୍ବାଟରଫାଇନାଲ ମ୍ୟାଚରେ ଜେରେମି ଚାର୍ଡି ଓ ଫୈବ୍ରାଇସ ମାର୍ଟିନର ପ୍ରାନ୍ସ ଯୋଡିକୁ ଭେଟିବେ ରୋହନ ବୋପନ୍ନା ଓ ତାଙ୍କର କାନାଡା ସାଥୀ ଡେନିସ ଶାପୋଭାଲୋଭ ।

ସୂଚନାଥାଉକି, ବୋପନ୍ନା ଓ ଶାପୋଭାଲୋଭ ଯୋଡି ଗତ ସପ୍ତାହରେ ବର୍ଷର ଶେଷ ଗ୍ରାଣ୍ଡସ୍ଲାମ ୟୁଏସ ଓପନର କ୍ବାଟରଫାଇନାଲରେ ପରାସ୍ତ ହୋଇ ଟୁର୍ଣ୍ଣାମେଣ୍ଟରୁ ବାଦ୍‌ ପଡିଥିଲେ । କ୍ବାଟର ଫାଇନାଲରେ ଜିନ ଜୁଲିୟନ ରୋଜର- ହୋରିୟା ତେକାଉଙ୍କ ଯୋଡି ଠାରୁ 7-5, 7-5 ସେଟ୍‌ରେ ପରାସ୍ତ ହୋଇଥିଲା ଭାରତ-କାନାଡା ଯୋଡି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.