ETV Bharat / sports

ଫ୍ରେଞ୍ଚ ଓପନ: ଫାଇନାଲରେ ଇଗା ସ୍ବିଆତେକ-ସୋଫିଆ କେନିନ ମୁକାବିଲା

author img

By

Published : Oct 9, 2020, 5:27 PM IST

ଫ୍ରେଞ୍ଚ ଓପନ 2020 ମହିଳା ଏକକ ଇଭେଣ୍ଟ ଫାଇନାଲ ମୁକାବିଲାରେ ଅଷ୍ଟ୍ରେଲିଆ ଓପନ ଚମ୍ପିଆନ ସୋଫିଆ କେନିନ, ପୋଲାଣ୍ଡର ଯୁବ ଇଗା ସ୍ବିଆତେକଙ୍କୁ ଭେଟିବେ ।

French Open: Sofia Kenin will face unseeded Iga Swiatek in final
ଫ୍ରେଞ୍ଚ ଓପନ: ଫାଇନାଲରେ ଇଗା ସ୍ବିଆତେକ-ସୋଫିଆ କେନିନ ମୁକାବିଲା

ପ୍ୟାରିସ: ଚୂଡାନ୍ତ ହୋଇଛି ଚଳିତ ଫ୍ରେଞ୍ଚ ଓପନ 2020 ମହିଳା ଏକକ ଇଭେଣ୍ଟର ଫାଇନାଲିଷ୍ଟ । ଫାଇନାଲ ମୁକାବିଲାରେ ଅଷ୍ଟ୍ରେଲିଆ ଓପନ ଚମ୍ପିଆନ ସୋଫିଆ କେନିନ, ପୋଲାଣ୍ଡର ଯୁବ ଇଗା ସ୍ବିଆତେକଙ୍କୁ ଭେଟିବେ । ଶନିବାର ଖେଳାଯିବ ଏହି ହାଇଭୋଲଟେଜ ଟାଇଟେଲ ମୁକାବିଲା ।

French Open: Sofia Kenin will face unseeded Iga Swiatek in final
ସୋଫିଆ କେନିନ

ଇଗା ସ୍ବିଆତେକ

ପ୍ରଥମ ସେମିଫାଇନାଲରେ ଦମଦାର ପ୍ରଦର୍ଶନ ସହ 19 ବର୍ଷୀୟା ସ୍ବିଆତେକ ଫାଇନାଲରେ ପହଞ୍ଚିଥିଲେ । ପରେ ଦ୍ବିତୀୟ ସେମିଫାଇନାଲରେ କେନିନ, ଦୁଇ ଥର ଗ୍ରାଣ୍ଡ ସ୍ଲାମ ଚମ୍ପିଆନ ପେଟ୍ରା କଭିତଭାଙ୍କୁ ଗୁରୁବାର 6-4, 7-5 ସେଟରେ ହରାଇ ଫ୍ରେଞ୍ଚ ଓପନ ଫାଇନାଲ ଟିକେଟ ହାତେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.