ETV Bharat / sports

ସେପ୍ଟେମ୍ବରକୁ ଘୁଞ୍ଚିଲା ଫ୍ରେଞ୍ଚ ଓପନ, ସମସ୍ତ ଟିକେଟ ଫେରସ୍ତ ଘୋଷଣା - ଫ୍ରେଞ୍ଚ ଓପନ ଟିକେଟ ଫେରସ୍ତ

ମହାମାରୀ କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ ସେପ୍ଟେମ୍ବର ପର୍ଯ୍ୟନ୍ତ ଫ୍ରେଞ୍ଚ ଓପନ ସ୍ଥଗିତ ରହିଛି । ଫଳରେ ଫ୍ରେଞ୍ଚ ଓପନ ଟିକେଟ କରିଥିବା ଫ୍ୟାନ୍ସଙ୍କୁ ସମସ୍ତ ଟିକେଟ ଫେରାଇବ । ଏନେଇ ଫ୍ରେଞ୍ଚ ଟେନିସ ଫେଡେରେସନ ପକ୍ଷରୁ ଘୋଷଣା କରଯାଇଛି ।

French Open organisers to refund all tickets
ସେପ୍ଟେମ୍ବରକୁ ଘୁଞ୍ଚିଲା ଫ୍ରେଞ୍ଚ ଓପନ, ସମସ୍ତ ଟିକେଟ ଫେରସ୍ତ ଘୋଷଣା
author img

By

Published : May 8, 2020, 2:59 PM IST

ପ୍ୟାରିସ: ମହାମାରୀ କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ ସେପ୍ଟେମ୍ବର ପର୍ଯ୍ୟନ୍ତ ଫ୍ରେଞ୍ଚ ଓପନ ସ୍ଥଗିତ ରହିଛି । ଫଳରେ ଫ୍ରେଞ୍ଚ ଓପନ ଟିକେଟ କରିଥିବା ଫ୍ୟାନ୍ସଙ୍କୁ ସମସ୍ତ ଟିକେଟ ଫେରସ୍ତ ନେବ ଆୟୋଜକ କମିଟି । ଏନେଇ ଫ୍ରେଞ୍ଚ ଟେନିସ ଫେଡେରେସନ ପକ୍ଷରୁ ଘୋଷଣା କରଯାଇଛି ।

ପୂର୍ବରୁ ରୋଲାଣ୍ଡ -ଗାରସ ଟୁର୍ଣ୍ଣାମେଣ୍ଟ ମେ 24ରୁ ଜୁନ 7 ପର୍ଯ୍ୟନ୍ତ ଖେଳାଯିବା ନେଇ ସୂଚୀ ରହିଥିଲା । ତେବେ ଏହି ସମୟସୂଚୀରେ ପରିବର୍ତ୍ତନ କରାଯାଇ ସେପ୍ଟେମ୍ବର 27ରୁ ଅକ୍ଟୋବର 11 ପୁନଃ ଧାର୍ଯ୍ୟ ହୋଇଛି ।

ଏପ୍ରିଲରେ ଅନ୍ତର୍ଜାତୀୟ ଟେନିସ ଫେଡେରସନ(ITF) ପକ୍ଷରୁ ଖେଳାଳିଙ୍କ ପାଇଁ 'ପ୍ଳେଆରର୍ସ ରିଲିଫ ପ୍ରୋଗ୍ରାମ' ପାଇଁ ଘୋଷଣା କରିଥିଲା । ଏଥିରେ ATP , WTAର ସମସ୍ତ ଆୟୋଜଙ୍କୁ ମଦ୍ୟ ସାମିଲ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.