ETV Bharat / sports

ଫ୍ରେଞ୍ଚ ଓପନ: ଦ୍ବିତୀୟ ରାଉଣ୍ଡକୁ ଉନ୍ନୀତ ରାଫେଲ ନାଦାଲ

author img

By

Published : Jun 1, 2021, 11:00 PM IST

ଚଳିତ ଫ୍ରେଞ୍ଚ ଓପନର ଦ୍ବିତୀୟ ରାଉଣ୍ଡକୁ ଉନ୍ନୀତ ହେଲେ ସ୍ପାନିସ ଟେନିସ ଖେଳାଳି ତଥା ଡିଫେଣ୍ଡିଂ ଚମ୍ପିଆନ ରାଫେଲ ନାଦାଲ । ଅଧିକ ପଢନ୍ତୁ...

French Open: Nadal storms into second round
ଫ୍ରେଞ୍ଚ ଓପନ: ଦ୍ବିତୀୟ ରାଉଣ୍ଡକୁ ଉନ୍ନୀତ ରାଫେଲ ନାଦାଲ

ପ୍ୟାରିସ: ଚଳିତ ଫ୍ରେଞ୍ଚ ଓପନର ଦ୍ବିତୀୟ ରାଉଣ୍ଡକୁ ଉନ୍ନୀତ ହେଲେ ସ୍ପାନିସ ଟେନିସ ଖେଳାଳି ତଥା ଡିଫେଣ୍ଡିଂ ଚମ୍ପିଆନ ରାଫେଲ ନାଦାଲ ।

ପ୍ରଥମ ରାଉଣ୍ଡ ମ୍ୟାଚରେ ଅଷ୍ଟ୍ରେଲିଆର ଆଲେକ୍ସ ପୋପରିନଙ୍କୁ 6-3,6-2, 7-6 ସେଟ୍‌ରେ ହରାଇ ଦ୍ବିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି ।

34 ବର୍ଷୀୟ ଅଭିଜ୍ଞ ନାଦାଲ ଶ୍ରେଷ୍ଠ ପ୍ରଦର୍ଶନ କରିବା ସହ ପ୍ରଥମ ସେଟ୍‌କୁ ସହଜରେ ଜିତିନେଇଥିଲେ । ଏହାପରେ ଅଷ୍ଟ୍ରେଲୀୟ ପ୍ରତିପକ୍ଷଙ୍କୁ କମବ୍ୟାକ କରିବାର କୌଣସି ସୁଯୋଗ ଦେଇନଥିଲେ । ଏଥିସହ ରୋଲାଣ୍ଡ ଗାରୋସରେ ନାଦାଲ 300ତମ ସେଟ୍‌ ବିଜୟ ହାସଲ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.