ETV Bharat / sports

ଫ୍ରେଞ୍ଚ ଓପନ କ୍ବାର୍ଟର-ଫାଇନାଲରେ ନୋବାକ ଜୋକଭିକ - ଫ୍ରେଞ୍ଚ ଓପନ କ୍ବାର୍ଟର-ଫାଇନାଲ

ରୁଷିଆର କାରେନ କାଚାନେଭଙ୍କୁ 6-4, 6-3, -6-3 ସେଟରେ ହରାଇ, ସର୍ବିଆନ ଟେନିସ ଷ୍ଟାର ନୋବାକ ଜୋକଭିକ ଚଳିତ ଫ୍ରେଞ୍ଚ ଓପନ କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ।

French Open: Djokovic dominates Khachanov to reach quarter-finals
ଫ୍ରେଞ୍ଚ ଓପନ କ୍ବାର୍ଟର-ଫାଇନାଲରେ ନୋବାକ ଜୋକଭିକ
author img

By

Published : Oct 5, 2020, 10:50 PM IST

ପ୍ୟାରିସ: ସର୍ବିଆନ ଟେନିସ ଷ୍ଟାର ନୋବାକ ଜୋକଭିକ ଚଳିତ ଫ୍ରେଞ୍ଚ ଓପନ କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ସୋମବାର ଖେଳାଯାଇଥିବା 4ର୍ଥ ରାଉଣ୍ଡ ମୁକାବିଲାରେ ରୁଷିଆର କାରେନ କାଚାନେଭଙ୍କୁ ପରାସ୍ତ କରିଛନ୍ତି ଜୋକଭିକ ।

କାଚାନୋଭଙ୍କୁ 6-4, 6-3, -6-3 ସେଟରେ ହରାଇ କ୍ରମାଗତ 11ଥର ପାଇଁ ପ୍ୟାରିସ ଟୁର୍ଣ୍ଣାମେଣ୍ଟର କ୍ବାର୍ଟର-ଫାଇନାଲ ଟିକେଟ ହାସଲ କରିଛନ୍ତି ଜୋକଭିକ।

ସେମିଫାଇନାଲରେ ସ୍ଥାନ ପକ୍କା କରିବା ପାଇଁ ଜୋକଭିକଙ୍କ ପରବର୍ତ୍ତୀ ମୁକାବିଲା ପାବଲୋ କାରେନୋ କିମ୍ବା ଡାନିଏଲ ଅଲଟମେଏରଙ୍କ ସହ ହୋଇପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.