ETV Bharat / sports

ବିନା ଦର୍ଶକରେ ହେବ ଫ୍ରେଞ୍ଚ ଓପନ ! - ଖାଲି ଷ୍ଟାଡିୟମରେ ଫ୍ରେଞ୍ଚ ଓପନ

ବିନା ଦର୍ଶକରେ ଖାଲି ଷ୍ଟାଡିୟମରେ ଖେଳାଯାଇପାରେ ଫ୍ରେଞ୍ଚ ଓପନ । ଏନେଇ ସଙ୍କେତ ଦେଇଛନ୍ତି ଫ୍ରେଞ୍ଚ ଓପନ ଟେନିସ ମୁଖ୍ୟ ବର୍ଣ୍ଣାଡ ଗୁଇଡିସେଲ ।

French Open could be held behind closed doors
ବିନା ଦର୍ଶକରେ ହେବ ଫ୍ରେଞ୍ଚ ଓପନ !
author img

By

Published : May 10, 2020, 5:05 PM IST

ପ୍ୟାରିସ: ବିନା ଦର୍ଶକରେ ଖାଲି ଷ୍ଟାଡିୟମରେ ଖେଳାଯାଇପାରେ ଫ୍ରେଞ୍ଚ ଓପନ । ଏନେଇ ସଙ୍କେତ ଦେଇଛନ୍ତି ଫ୍ରେଞ୍ଚ ଓପନ ଟେନିସ ମୁଖ୍ୟ ବର୍ଣ୍ଣାଡ ଗୁଇଡିସେଲ । ରୋଲାନ୍ଡ ଗାରୋସ ଟୁର୍ଣ୍ଣାମେଣ୍ଟ ବିନା ଦର୍ଶକରେ ଖେଳାଯିବା ନେଇ ଘୋଷଣା ପରେ, ଫ୍ରେଞ୍ଚ ଓପନ ମଧ୍ୟ ଆୟୋଜନ ପାଇଁ ପ୍ରୟାସ ହେଉଛି ।

ମେ 24-ଜୁନ 7 ପର୍ଯ୍ୟନ୍ତ ଫ୍ରେଞ୍ଚ ଓପନ ଖେଳାଯିବା ନେଇ ସୂଚୀ ରହିଥିଲା । ମାତ୍ର ସେପ୍ଟେମ୍ବର 20ରୁ ଅକ୍ଟୋବର 4 ପର୍ଯ୍ୟନ୍ତ ବିନା ଦର୍ଶକରେ ଆୟୋଜନ ନେଇ ସମ୍ଭାବନା ବୃଦ୍ଧିପାଇଛି ।

ବିଶ୍ବ ବ୍ୟାପି ଏହି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟର କୋଟିକୋଟି ଦର୍ଶକ ଅପେକ୍ଷା କରି ରହିଛନ୍ତି । ଷ୍ଟାଡିୟମରେ ଟିଭି ସ୍କ୍ରିନରେ ମ୍ୟାଚ ଉପଭୋଗ କରିପାରିବେ । ତେବେ ଆୟ ଦୃଷ୍ଟିରୁ ଏହା ଏକ ତୃତୀୟାଂଶ ହିଁ କେବଳ ହୋଇପାରିବ । ତେବେ ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ଟେନିସ ଆରମ୍ଭ ଏକ ଶୁଭ ସଙ୍କେତ ହେବ ବୋଲି ଫ୍ରେଞ୍ଚ ଓପନ ଟେନିସ ମୁଖ୍ୟ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.