ETV Bharat / sports

ଆଦ୍ରିଆ ଟୁର: ଫାଇନାଲରେ ନୋବାକ ଜୋକଭିକ

ବିଶ୍ବର ଏକନମ୍ବର ଟେନିସ ଖେଳାଳି ନୋବାକ ଜୋକଭିକ ନିଜର ପ୍ରଦର୍ଶନୀ ଟେନିସ ଟୁର୍ଣ୍ଣାମେଣ୍ଟ ଆଦ୍ରିଆ ଟୁର ଫାଇନାଲରେ ପ୍ରବେଶ କରିଛନ୍ତି ।

author img

By

Published : Jun 21, 2020, 4:35 PM IST

Djokovic reaches final of own exhibition tournament
ଆଦ୍ରିଆ ଟୁର: ଫାଇନାଲରେ ନୋବାକ ଜୋକଭିକ

ହାଇଦ୍ରାବାଦ: ବିଶ୍ବର ଏକନମ୍ବର ଟେନିସ ଖେଳାଳି ନୋବାକ ଜୋକଭିକ ନିଜର ପ୍ରଦର୍ଶନୀ ଟେନିସ ଟୁର୍ଣ୍ଣାମେଣ୍ଟ ଆଦ୍ରିଆ ଟୁର ଫାଇନାଲରେ ପ୍ରବେଶ କରିଛନ୍ତି । ଜୋକଭିକ 3ଟି ମୂଲ୍ୟବାନ ପଏଣ୍ଟ ସୁରକ୍ଷିତ ରଖିବା ସହ, ନିଜ ଦେଶ ସର୍ବିୟାର ପେଡଜା କ୍ରେଷ୍ଟନଙ୍କୁ, 4-3, 4-1 ରେ ପରାସ୍ତ କରିଛନ୍ତି ।

ମହାମାରୀ କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ, ,ସମସ୍ତ ପ୍ରକାର ଅନ୍ତର୍ଜାତୀୟ ଟେନିସ ଟୁର୍ଣ୍ଣାମେଣ୍ଟ ସ୍ଥଗିତ ରହିଛି । ତେବେ ନୋବାକ ଜୋକଭିକ ଫାଉଣ୍ଡେସନ ପକ୍ଷରୁ ଆଦ୍ରିଆ ଟୁର ନାମରେ ପ୍ରଦର୍ଶନୀ ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯାଇଛି ।

ଜୋକଭିକ ପରବର୍ତ୍ତୀ ମୁକାବିଲାରେ କ୍ରୋଏସିଆନ ଷ୍ଟାର ଡିନୋ ସର୍ଡାରୁସିକଙ୍କୁ ଭେଟିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.