ETV Bharat / sports

କୋରୋନା ଭାଇରସ: 2021 ପର୍ଯ୍ୟନ୍ତ ରୋଜର କପ ସ୍ଥଗିତ

ମହିଳା ଟେନିସ ଆସୋସିଏସନ ପକ୍ଷରୁ ବଡ ଘୋଷଣା । କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ 2021 ପର୍ଯ୍ୟନ୍ତ ରୋଜର କପ ସ୍ଥଗିତ ଘୋଷଣା କରିଛି ମହିଳା ଟେନିସ ଆସୋସିଏସନ(WTA) ।

author img

By

Published : Apr 12, 2020, 4:24 PM IST

: Women's Tennis Association postpones Rogers Cup until 2021
କୋରୋନା ଭାଇରସ: 2021 ପର୍ଯ୍ୟନ୍ତ ରୋଜର କପ ସ୍ଥଗିତ

ଫ୍ଳୋରିଡା: ମହିଳା ଟେନିସ ଆସୋସିଏସନ ପକ୍ଷରୁ ବଡ ଘୋଷଣା । କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ ସ୍ଥଗିତ ହୋଇଛି ଆଉ ଏକ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ । 2021 ପର୍ଯ୍ୟନ୍ତ ରୋଜର କପ ସ୍ଥଗିତ ଘୋଷଣା କରିଛି ମହିଳା ଟେନିସ ଆସୋସିଏସନ(WTA) ।

ରୋଜର କପ ଚଳିତ ବର୍ଷ ଅଗଷ୍ଟରେ ହେବାନେଇ ମ୍ୟାଚ ସୂଚୀ ରହିଥିଲା । କୋରୋନା ଭାଇରସ ସଂକ୍ରମଣରୁ ବର୍ତ୍ତିବା ପାଇଁ କ୍ୟୁବିକ ସରକାର 2020 ଅଗଷ୍ଟ 31 ପର୍ଯ୍ୟନ୍ତ ସମସ୍ତ ପ୍ରକାର ଇଭେଣ୍ଟ ବାତିଲ ଘୋଷଣା ପରେ WTA ପକ୍ଷରୁ ଏହି ନିଷ୍ପତି ନିଆଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.