ETV Bharat / sports

ଅଙ୍କିତା ରାଇନା ଜିଣିଲେ ପ୍ରଥମ WTA ଟାଇଟଲ

author img

By

Published : Feb 19, 2021, 2:01 PM IST

ଭାରତର ଅଙ୍କିତା ରାଇନା ଡବ୍ଲୁଟିଏ ଟୁର୍‌ରେ ପ୍ରଥମ ଟାଇଟଲ ହାତେଇଛନ୍ତି ।

ଅଙ୍କିତା ରାଇନା ଜିଣିଲେ ପ୍ରଥମ WTA ଟାଇଟଲ
ଅଙ୍କିତା ରାଇନା ଜିଣିଲେ ପ୍ରଥମ WTA ଟାଇଟଲ

ମେଲବର୍ଣ୍ଣ: ଭାରତର ଅଙ୍କିତା ରାଇନା ଓ ରୁଷିଆର କାମିଲା ରାଖିମୋଓ୍ବା ଶୁକ୍ରବାର ଦିନ WTA 250 ଟେନିସ ଟୁର୍ଣ୍ଣାମେଣ୍ଟର ଟାଇଟଲ ନିଜ ନାଁରେ କରିଛନ୍ତି । ଡବ୍ଲୁଟିଏ ଟୁର୍‌ରେ ଅଙ୍କିତାଙ୍କ ଏହା ପ୍ରଥମ ଟାଇଟଲ ।

ଫାଇନାଲ ମୁକାବିଲାରେ ରୁଷିଆର ଅନ୍ନା ବ୍ଲିନକୋଭା ଓ ଅନାସ୍ତାସିୟାଙ୍କୁ 2-6, 6-4, 10-7 ସେଟରେ ପରାସ୍ତ କରି ଡବ୍ଲୁଟିଏ ଟୁରର ପ୍ରଥମ ଟାଇଟଲ ହାତେଇଛନ୍ତି ଅଙ୍କିତା ।

ଲାଇଭ ରାଙ୍କିଗ୍‌ରେ ବର୍ତ୍ତମାନ 94ତମ ସ୍ଥାନରେ ଅଛନ୍ତି ଅଙ୍କିତା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.