ଶାରଜାହ: ଚଳିତ ଟି-୨୦ ବିଶ୍ବକପର ସୁପର ୧୨ ମୁକାବିଲା ପାକିସ୍ତାନ ଓ ସ୍କଟ୍ଲାଣ୍ଡ ମଧ୍ୟରେ ଖେଳାଯାଉଛି । ପ୍ରଥମ ଟସ୍ ଜିତି ପାକିସ୍ତାନ କ୍ୟାପଟେନ ବାବର ଆଜମ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି । ପାକିସ୍ତାନ ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିସାରିଥିବାବେଳେ, ଏହି ମ୍ୟାଚ୍ରେ ବିଜୟୀ ହେଲେ ସର୍ବାଧିକ ପଏଣ୍ଟ ସହ ଗ୍ରୁପ ୨ର ଶ୍ରେଷ୍ଠ ଟିମ ହେବ ।
ଚୁଡାନ୍ତ ଏକାଦଶ:
ପାକିସ୍ତାନ: ମହମ୍ମଦ ରିଜୱାନ(ୱିକେଟ କିପର), ବାବର ଆଜମ(କ୍ୟାପଟେନ), ଫଖର ଜମନ, ମହମ୍ମଦ ହାଫିଜ, ସୋଏବ ମଲିକ, ଆସିଫ ଅଲୀ, ସଦାବ ଖାନ, ଇମାଦ ୱାସିମ, ହସନ ଅଲୀ, ହରିସ ରୌଫ, ସାହିନ ଆଫ୍ରିଦି ।
ସ୍କଟଲାଣ୍ଡ: ଜର୍ଜ ମୁନସେ, କେଲ କୋଟଜର(କ୍ୟାପଟେନ), ମାଥ୍ୟୁ କ୍ରସ୍(ୱିକେଟ କିପର), ରିଚେ ବେରିଙ୍ଗଟନ, ଡେଲିନ ବଜ୍, ମାଇକେଲ ଲିସ୍କ, କ୍ରିସ ଗ୍ରେଭସ, ମାର୍କ ୱାଟ, ହମଜା ତାହିର, ସଫିୟାନ ସରିଫ, ବ୍ରାଡଲେ ହ୍ବିଲ୍ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ