ETV Bharat / sports

T20 World Cup: ନାମ୍ବିଆ ବିପକ୍ଷରେ ପାକିସ୍ତାନର ବ୍ୟାଟିଂ ଜାରି

ନାମ୍ବିଆ ବିପକ୍ଷରେ ଟସ୍‌ ଜିତି ପାକିସ୍ତାନ କ୍ୟାପଟେନ ବାବର ଆଜମ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି । ଅଧିକ ପଢନ୍ତୁ...

author img

By

Published : Nov 2, 2021, 8:13 PM IST

Updated : Nov 2, 2021, 9:55 PM IST

T20 World Cup: Pakistan won the toss opt to bat against namibia
T20 World Cup: ନାମ୍ବିଆ ବିପକ୍ଷରେ ପାକିସ୍ତାନର ବ୍ୟାଟିଂ ଜାରି

ଆବୁଧାବି: ଚଳିତ ଟି-୨୦ ବିଶ୍ବକପରେ ସୁପର ୧୨ ମୁକାବିଲା ପାକିସ୍ତାନ ଓ ନାମ୍ବିଆ ମଧ୍ୟରେ ଖେଳାଯାଉଛି । ଟସ୍‌ ଜିତି ପାକିସ୍ତାନ କ୍ୟାପଟେନ ବାବର ଆଜମ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି । ପାକିସ୍ତାନ ପୂର୍ବରୁ ସୁପର ୧୨ ପର୍ଯ୍ୟାୟର ୩ଟି ମ୍ୟାଚ୍‌ ଜିତିସାରିଛି । ଫଳରେ ଆଜିର ମ୍ୟାଚ୍‌ରେ ବିଜୟୀ ହେଲେ ସେମିଫାଇନାଲରେ ସ୍ଥାନ ପକ୍କା କରିବ ।

ଚୁଡାନ୍ତ ଏକାଦଶ:

ପାକିସ୍ତାନ: ମହମ୍ମଦ ରିଜୱାନ(ୱିକେଟ କିପର), ବାବର ଆଜମ(କ୍ୟାପଟେନ୍‌), ଫଖର ଜମନ, ମହମ୍ମଦ ହାଫିଜ, ସୋଏବ ମଲିକ, ଆସିଫ ଅଲୀ, ସଦାବ ଖାନ, ଇମାଦ ୱାସିମ, ହାରିସ ରୌଫ, ସାହିନ ଆଫ୍ରିଦି ।

ନାମ୍ବିଆ: ଷ୍ଟିଫେନ ବାର୍ଡ, ମାଇକେଲ ଭନ ଲିଙ୍ଗେନ, କ୍ରେଗ୍‌ ୱିଲିୟମ୍‌ସ, ଗରହାର୍ଡ ଏରସମସ(କ୍ୟାପଟେନ), ଡେଭିଡ ୱାଇଜ, ଜେଜେ ସ୍ମିଟ୍‌, ଜାନ ନିକୋଲ ଲୋଫ୍ଟି-ଏଟନ, ରୁବେନ ଟ୍ରମ୍ପେଲମନ, ଜାନେ ଗ୍ରୀନ(ୱିକେଟ କିପର), ଜାନ ଫ୍ରାଏଲିଙ୍କ୍‌, ବେନ ସିକୋଙ୍ଗୋ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 2, 2021, 9:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.