ଦୁବାଇ: ଚଳିତ ଟି-୨୦ ବିଶ୍ବକପରେ ଟିମ ଇଣ୍ଡିଆର ଚତୁର୍ଥ ମ୍ୟାଚ୍ ସ୍କଟଲାଣ୍ଡ ସହ ରହିଛି । ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯାଉଛି । ଟସ୍ ଜିତି କ୍ୟାପଟେନ ବିରାଟ କୋହଲି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି ।
-
India have won the toss and elected to field in Dubai 🏏#T20WorldCup | #INDvSCO | https://t.co/nlqBbYrz37 pic.twitter.com/xjuQBeL4Pr
— T20 World Cup (@T20WorldCup) November 5, 2021 " class="align-text-top noRightClick twitterSection" data="
">India have won the toss and elected to field in Dubai 🏏#T20WorldCup | #INDvSCO | https://t.co/nlqBbYrz37 pic.twitter.com/xjuQBeL4Pr
— T20 World Cup (@T20WorldCup) November 5, 2021India have won the toss and elected to field in Dubai 🏏#T20WorldCup | #INDvSCO | https://t.co/nlqBbYrz37 pic.twitter.com/xjuQBeL4Pr
— T20 World Cup (@T20WorldCup) November 5, 2021
ଚୁଡାନ୍ତ ଏକାଦଶ:
ଭାରତ: କେଏଲ ରାହୁଲ, ରୋହିତ ଶର୍ମା, ବିରାଟ କୋହଲି(କ୍ୟାପଟେନ୍), ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ(ୱିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ବିନ, ମହମ୍ମଦ ସାମି, ବରୁଣ ଚକ୍ରବର୍ତ୍ତୀ, ଜଶପ୍ରୀତ ବୁମରା ।
ସ୍କଟଲାଣ୍ଡ: ଜର୍ଜ ମୁନସେ, କେଲ କୋଟଜର(କ୍ୟାପଟେନ), ମାଥ୍ୟୁ କ୍ରସ୍(ୱିକେଟ କିପର), ରିଚି ବେରିଙ୍ଗଟନ, କାଲମ ମାକଲିଡ, ମାଇକେଲ ଲିସ୍କ, କ୍ରିସ ଗ୍ରେଭ୍ସ, ମାର୍କ ୱାଟ, ଆଲସଦାର ଇଭନସ, ସଫିଆନ ସରିଫ, ବ୍ରାଡଲେ ହ୍ବିଲ୍ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ