ETV Bharat / sports

କୋରୋନା ବିରୋଧି ଯୁଦ୍ଧରେ ଯୁବଗୋଷ୍ଠୀ ଥିଲେ ପ୍ରମୁଖ ଯୋଦ୍ଧା: କିରଣ ରିଜିଜୁ

ମହାମାରୀ କୋରୋନା ବିରୋଧୀ ଲଢେଇରେ ଯୁବବର୍ଗ ପ୍ରମୁଖ ଭୂମିକା ନିଭାଇଥିଲେ ବୋଲି କହିଛନ୍ତି କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ । ଅଧିକ ପଢନ୍ତୁ...

Youth played a big role in fighting coronavirus pandemic: Kiren Rijiju
କୋରୋନା ବିରୋଧି ଯୁଦ୍ଧରେ ଯୁବଗୋଷ୍ଠୀ ଥିଲେ ପ୍ରମୁଖ ଯୋଦ୍ଧା: କିରଣ ରିଜିଜୁ
author img

By

Published : Jan 9, 2021, 11:01 PM IST

ନୂଆଦିଲ୍ଲୀ: କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଦେଶର ଅଗଣିତ ଯୁବବର୍ଗଙ୍କୁ ନେଇ ଗୁରୁତ୍ବପୂର୍ଣ୍ଣ ବୟାନ ଦେଇଛନ୍ତି । ରିଜିଜୁ କହିଛନ୍ତି, ମହାମାରୀ କୋରୋନା ବିରୋଧୀ ଲଢେଇରେ ଯୁବବର୍ଗ ପ୍ରମୁଖ ଭୂମିକା ନିଭାଇଥିଲେ ।

ଜାନୁଆରୀ 12ରେ ପାଳିତ ହେବ ଜାତୀୟ ଯୁବ ଦିବସ । ଏହାପୂର୍ବରୁ ଯୁବବର୍ଗଙ୍କ ଉଦ୍ଦେଶ୍ୟରେ ଏହା କହିଛନ୍ତି କେନ୍ଦ୍ର ଯୁବ ବ୍ୟାପାର ମନ୍ତ୍ରୀ ।

ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ(MHFW) ଅନୁଯାୟୀ, ଶନିବାର ଭାରତର କୋରୋନା ଭାଇରସ ସଂକ୍ରମଣ ହାର ଅଧିକ 5.79 ପ୍ରତିଶତ ହ୍ରାସ ପାଇଛି । ଏବଂ ଦେଶରେ ଏବେ ମାତ୍ର 2.15 ପ୍ରତିଶତ ଆକ୍ଟିଭ କେସ୍ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.