ETV Bharat / sports

ୟୁଥ୍‌ ନ୍ୟାସନାଲ ବକ୍ସିଂ ଚମ୍ପିଆନସିପ: ପ୍ରି-କ୍ବାର୍ଟରରେ ବିଶ୍ବମିତ୍ର - ୟୁଥ୍‌ ନ୍ୟାସନାଲ ବିଶ୍ବ ଚମ୍ପିଆନସିପ

ୟୁଥ୍‌ ବିଶ୍ବ ଚମ୍ପିଆନସିପ ବ୍ରୋଞ୍ଜ ପଦକ ବିଜେତା ବକ୍ସର ବିଶ୍ବମିତ୍ର ଚୋଙ୍ଗତାମ ପୁରୁଷ ୫୧ କିଲୋଗ୍ରାମ ପ୍ରି-କ୍ବାର୍ଟରରେ ପ୍ରବେଶ କରିଛନ୍ତି । ଅଧିକ ପଢନ୍ତୁ...

Youth National Boxing Championships: Bishwamitra Chongatham advances into last-16
ୟୁଥ୍‌ ନ୍ୟାସନାଲ ବକ୍ସିଂ ଚମ୍ପିଆନସିପ: ପ୍ରି-କ୍ବାର୍ଟରରେ ବିଶ୍ବମିତ୍ର
author img

By

Published : Jul 20, 2021, 7:27 AM IST

ନୂଆଦିଲ୍ଲୀ: ୟୁଥ୍‌ ବିଶ୍ବ ଚମ୍ପିଆନସିପ ବ୍ରୋଞ୍ଜ ପଦକ ବିଜେତା ବକ୍ସର ବିଶ୍ବମିତ୍ର ଚୋଙ୍ଗତାମ ପୁରୁଷ ୫୧ କିଲୋଗ୍ରାମ ପ୍ରି-କ୍ବାର୍ଟରରେ ପ୍ରବେଶ କରିଛନ୍ତି । ସୋନିପତର ଦିଲ୍ଲୀ ପବ୍ଲିକ ସ୍କୁଲରେ ଚାଲିଥିବା ୟୁଥ୍‌ ନ୍ୟାସନାଲ ବିଶ୍ବ ଚମ୍ପିଆନସିପର ଦ୍ବିତୀୟ ଦିନରେ ବିଜୟୀ ପ୍ରଦର୍ଶନ ସହ ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି ବିଶ୍ବମିତ୍ର ।

ସର୍ଭିସ ସ୍ପୋର୍ଟ୍ସ କଣ୍ଟ୍ରୋଲ ବୋର୍ଡ ପକ୍ଷରୁ ପ୍ରତିନିଧିତ୍ବ କରୁଛନ୍ତି ବିଶ୍ବମିତ୍ର । ମଣୀପୁରର ଜାକସନ ପୁଖ୍ରାମ୍ବମ ଓପନିଂ ରାଉଣ୍ଡ ମ୍ୟାଚରେ ୫-୦ରେ ହରାଇଛନ୍ତି ।

ପୁରୁଷ ଓ ମହିଳା ନ୍ୟାସନାଲ ଚମ୍ପିଆନସିପ୍‌ର ଚତୁର୍ଥ ସଂସ୍କରଣ କୋରୋନା ସଂକ୍ରମଣ ସତ୍ତ୍ବେ ଖେଳାଯାଉଛି । ଏହି ପ୍ରତିଯୋଗିତାରୁ ନ୍ୟାସନାଲ ବକ୍ସିଂ ଚମ୍ପିଆନସିପ ଆରମ୍ଭ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.