ETV Bharat / sports

କୁସ୍ତି ଯୋଦ୍ଧା ଭିନେଶ ଫୋଗଟ କୋରୋନା ପଜିଟିଭ

ଜାତୀୟ କ୍ରୀଡା ଦିବସ 2020ରେ ରାଜୀବ ଗାନ୍ଧି ଖେଳ ରତ୍ନ ପୁରସ୍କାର ଗ୍ରହଣ କରିଥାନ୍ତେ କୁସ୍ତି ଯୋଦ୍ଧା ଭିନେଶ ଫୋଗଟ ।

Wrestler Vinesh Phogat tests positive for COVID-19
କୁସ୍ତି ଯୋଦ୍ଧା ଭିନେଶ ଫୋଗଟ କୋରୋନା ପଜିଟିଭ
author img

By

Published : Aug 28, 2020, 11:01 PM IST

ନୂଆଦିଲ୍ଲୀ: କୁସ୍ତି ଯୋଦ୍ଧା ଭିନେଶ ଫୋଗଟ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଜାତୀୟ କ୍ରୀଡା ଦିବସ 2020ରେ ରାଜୀବ ଗାନ୍ଧି ଖେଳ ରତ୍ନ ପୁରସ୍କାର ପାଇଁ ସେ ମନୋନୀତ ହୋଇଛନ୍ତି । କୋଭିଡ ସଂକ୍ରମିତ ଚିହ୍ନଟ ହୋଇଥିବାରୁ ଶୁକ୍ରବାରହେବାରୁ ଥିବା ଭର୍ଚୁଆଲ ଜାତୀୟ କ୍ରୀଡା ପୁରସ୍କାର ବିତରଣ ଉତ୍ସବରେ ସାମିଲ ହେବେନି ଭିନେଶ ।

  • I have tested positive for COVID-19 in a test taken yesterday. I am currently showing no symptoms but have isolated myself. All my family members are also isolating. I would request everyone who has come in contact with me recently to get tested. Stay safe everyone! Thank you 🙏

    — Vinesh Phogat (@Phogat_Vinesh) August 28, 2020 " class="align-text-top noRightClick twitterSection" data=" ">

କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ନେଇ ନିଜେ ଟ୍ବିଟ ଯୋଗେଁ ସୂଚନା ଦେଇଛନ୍ତି ଭିନେଶ ଫୋଗଟ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.