ETV Bharat / sports

ବିଶ୍ବ ମହିଳା ବକ୍ସିଂ ଚମ୍ପିଆନସିପ: କ୍ବାଟରରେ ମଞ୍ଜୁ ରାନୀ - ବିଶ୍ବ ମହିଳା ବକ୍ସିଂ ଚମ୍ପିଆନସିପ

ବିଶ୍ବ ମହିଳା ବକ୍ସିଂ ଚମ୍ପିଆନସିପରେ କ୍ବାଟର ଫାଇନାଲରେ ପ୍ରବେଶ କରିଛନ୍ତି ମଞ୍ଜୁ ରାନୀ । ଏଥିସହିତ ପଦକ ବିଜୟରୁ ଆଉ ମାତ୍ର ଗୋଟିଏ ବିଜୟ ଦୂରରେ ଅଛନ୍ତି ।

ଫଟୋ ସୌଜନ୍ୟ: twitter@BFI_official
author img

By

Published : Oct 7, 2019, 11:40 PM IST

ହାଇଦ୍ରାବାଦ: ବିଶ୍ବ ମହିଳା ବକ୍ସିଂ ଚମ୍ପିଆନସିପରେ ଭାରତୀୟ ବକ୍ସର ମଞ୍ଜୁ ରାନୀଙ୍କ ବିଜୟ ଯାତ୍ରା ଜାରି ରହିଛି । 48 କିଲୋଗ୍ରାମ ବର୍ଗରେ କ୍ବାଟର ଫାଇନାଲରେ ପ୍ରବେଶ କରିଛନ୍ତି ମଞ୍ଜୁ । ଏଥିସହିତ ପଦକ ବିଜୟରୁ ଆଉ ମାତ୍ର ଗୋଟିଏ ବିଜୟ ଦୂରରେ ଅଛନ୍ତି । ମଞ୍ଜୁ ଭେନେଜୁଏଲାର ରୋଜାସ ତାୟୋନିସ କେଡେନୋଙ୍କୁ 5-0 ପଏଣ୍ଟରେ ହରାଇଛନ୍ତି ।

ଭିଡିଓ ସୌଜନ୍ୟ: twitter@BFI_official

ତେବେ କ୍ବାଟରଫାଇନାଲରେ କଡା ମୁକାବିଲାର ସମ୍ମୁଖିନ ହୋଇପାରନ୍ତି ମଞ୍ଜୁ ରାନୀ । ଦକ୍ଷିଣ କୋରିଆର କିମ ହ୍ୟାଙ୍ଗ ମି ସହ ମଞ୍ଜୁ ରାନୀ ମୁହାଁମୁହିଁଁ ହେବେ ।

51 କିଲୋଗ୍ରାମ ବର୍ଗରେ 6ଥରର ଚମ୍ପିଆନ ଏମ ସି ମେରି କମ ନିଜର ଅଭିଯାନ ଆରମ୍ଭ କରିବେ । ପ୍ରଥମ ମ୍ୟାଚରେ ମେରି କମ ଥାଇଲାଣ୍ଡର ବକ୍ସର ଜୁତାମାସ ଜିତପୋଙ୍ଗଙ୍କୁ ଭେଟିବେ ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.