ETV Bharat / sports

ବିଶ୍ବ ସାମରିକ କ୍ରୀଡା: ଜାଭଲିନ ଥ୍ରୋ’ରେ ଶିବପାଲଙ୍କୁ ସ୍ବର୍ଣ୍ଣ

author img

By

Published : Oct 24, 2019, 6:23 PM IST

ବିଶ୍ବ ସାମରିକ କ୍ରୀଡାର 7ମ ସଂସ୍କରଣରେ ଜାଭଲିନ ଥ୍ରୋ’ ଇଭେଣ୍ଟରେ ଶିବପାଲ ସିଂ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ସେହିପରି ଗୁରପ୍ରୀତ ସିଂ ସୁଟିଂରେ କାଂସ୍ୟ ପଦକ ହାସଲ କରିଛନ୍ତି ।

javlin throw

ଉହାନ: ସିଆଇଏସଏମ ସାମରିକ କ୍ରୀଡାରେ ଜାଭଲିନ ଥ୍ରୋ’ରେ ଶିବପାଲ ସିଂ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ସେହିପରି ଗୁରପ୍ରୀତ ସିଂ ସୁଟିଂରେ କାଂସ୍ୟ ପଦକ ଜିତିଛନ୍ତି । ଶିବପାଲ ଭାରତୀୟ ବାୟୁ ସେନାରେ କାର୍ଯ୍ୟରତ ଅଛନ୍ତି ।

ଶିବପାଲ 83.33ମିଟର ଦୂରତାକୁ ଥ୍ରୋ କରି ପ୍ରଥମ ସ୍ଥାନ ହାସଲ କରିଛନ୍ତି ।

24 ବର୍ଷୀୟ ଶିବପାଲ ଚଳିତବର୍ଷ ଦୋହାରେ ଆୟୋଜିତ ଏସିଆ ଆଥଲେଟିକ୍ସ ଚମ୍ପିଆନସିପ୍‌ରେ ରୌପ୍ୟ ପଦକ ହାସଲ କରିଥିଲେ ।

ଭାରତୀୟ ସ୍ଥଳ ସେନାରେ କାର୍ଯ୍ୟରତ ଗୁରପ୍ରୀତ ସିଂ 25ମି. ସେଣ୍ଟର ଫାୟର ପିସ୍ତଲ ଇଭେଣ୍ଟରେ 585ସ୍କୋର କରି କାଂସ୍ୟ ପଦକ ହାସଲ କରିଛନ୍ତି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.