ETV Bharat / sports

WORLD GAMES 2022: ତୀରନ୍ଦାଜରେ ଅଭିଷେକ-ଜ୍ୟୋତିଙ୍କ ଯୋଡିକୁ ବ୍ରୋଞ୍ଜ ପଦକ

author img

By

Published : Jul 11, 2022, 8:00 AM IST

ବିଶ୍ବ ଖେଳ ୨୦୨୨ ପ୍ରତିଯୋଗିତାରେ ତୀରନ୍ଦାଜରେ ଭାରତକୁ ବ୍ରୋଞ୍ଜ ପଦକ ମିଳିଛି । ଅଭିଷେକ ବର୍ମା ଏବଂ ଜ୍ୟୋତି ସୁରେଖା ଭାରତୀୟ କମ୍ପାଉଣ୍ଡ ମିଶ୍ରିତ ଦଳ ବିଶ୍ବ ଖେଳ ୨୦୨୨ ରେ ମ୍ୟାକ୍ସିକୋର ପ୍ରତିଯୋଗୀକୁ ଗୋଟେ ପଏଣ୍ଟରେ ପଛରେ ପକାଇ ତୀରନ୍ଦାଜରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଅଧିକ ପଢନ୍ତୁ

WORLD GAMES 2022 : ତୀରନ୍ଦାଜୀରେ ଅଭିଷେକ-ଜ୍ୟୋତିଙ୍କ ଯୋଡିକୁ ବ୍ରୋଞ୍ଜ ପଦକ

ହାଇଦ୍ରାବାଦ: ବିଶ୍ବ ଖେଳ ୨୦୨୨ ପ୍ରତିଯୋଗିତାରେ ତୀରନ୍ଦାଜରେ ଭାରତକୁ ବ୍ରୋଞ୍ଜ ପଦକ ମିଳିଛି । ଅଭିଷେକ ବର୍ମା ଏବଂ ଜ୍ୟୋତି ସୁରେଖା ଭାରତୀୟ କମ୍ପାଉଣ୍ଡ ମିଶ୍ରିତ ଦଳ ବିଶ୍ବ ଖେଳ ୨୦୨୨ ରେ ମ୍ୟାକ୍ସିକୋର ପ୍ରତିଯୋଗୀକୁ ଗୋଟେ ପଏଣ୍ଟରେ ପଛରେ ପକାଇ ତୀରନ୍ଦାଜରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ।

ଏହି ଭାରତୀୟ ଯୋଡି ଖେଳ ଆରମ୍ଭରୁ ଭଲ ପ୍ରଦର୍ଶନ ଜାରି ରଖିଥିଲେ ହେଲେ ପ୍ରତିଦ୍ବନ୍ଦୀ ଦଳ ପରବର୍ତ୍ତୀ ରାଉଣ୍ଡରେ ଭାରତୀୟ ଦଳଙ୍କ ସହିତ ପଏଣ୍ଟକୁ ସମାନ ରଖିଥିଲେ । ପରେ ଅଭିଷେକ ବର୍ମା ଏବଂ ଜ୍ୟୋତି ସୁରେଖା ତୃତୀୟ ରାଉଣ୍ଡରେ ଜବରଦସ୍ତ ପରଫରମ୍ୟାନ୍ସ ଦେଇଥିଲେ । ତୃତୀୟ ରାଉଣ୍ଡରେ ଭାରତୀୟ ଦଳ ପ୍ରତିଦ୍ବନ୍ଦୀ ଦଳକୁ ୧୫୭-୧୫୬ ପଏଣ୍ଟରେ ହରାଇ ବ୍ରୋଞ୍ଜ ପଦକ ହାସଲ କରିଥିଲେ ।

ଭାରତୀୟ ତୀରନ୍ଦାଜୀ ସଂଘ (AAI) ମତାମତ ଅନୁସାରେ ଏହି ବିଶ୍ବ ଖେଳରେ ଭାରତ ପ୍ରଥମ ପଦକ ହାସଲ କରିବା ସହିତ ଅଭିଷେକ ବର୍ମା ଅନ୍ତର୍ଜାତୀୟ ସ୍ତରରେ ୫୦ ପଦକ ହାସଲ କରିଛନ୍ତି । ଅଭିଷେକ ବର୍ମା କମ୍ପାଉଣ୍ଡ ତୀରନ୍ଦାଜରେ ପଦକ ହାସଲ କରିବାରେ ଜଣେ ପ୍ରଖର ଭାରତୀୟ ଖେଳାଳି । ସେ ବିଶ୍ବ ଖେଳ, ବିଶ୍ବ ଚମ୍ପିଆନସିପ, ବିଶ୍ବକପ ଫାଇନାଲ, ବିଶ୍ବକପ, ଏସିଆ ଖେଳ ଏବଂ ଏସିଆଇ ଚମ୍ପିଆନସିପରେ ପଦକ ହାସଲ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.