ETV Bharat / sports

ପାରା-ବ୍ୟାଡମିଣ୍ଟନ ଅନ୍ତର୍ଜାତୀୟ ଚମ୍ପିଆନସିପ: ଭାରତର ନେତୃତ୍ବ ନେବେ ଓଡିଆ ପୁଅ ପ୍ରମୋଦ - ପାରା-ବ୍ୟାଡମିଣ୍ଟନ ଅନ୍ତର୍ଜାତୀୟ ଚମ୍ପିଆନସିପ

ଫାଜା-ଦୁବାଇ ପାରା-ବ୍ୟାଡମିଣ୍ଟନ ଅନ୍ତର୍ଜାତୀୟ ଚମ୍ପିଆନସିପ 2021ରେ ଭାରତୀୟ ପୁରୁଷ ଦଳର ନେତୃତ୍ବ ନେବେ ଓଡିଆ ପୁଅ ପ୍ରମୋଦ ଭଗତ । ଅଧିକ ପଢନ୍ତୁ...

World champion Pramod Bhagat has been selected to lead  Indian men's team in the Fazza-Dubai Para Badminton International C'ship
ପାରା-ବ୍ୟାଡମିଣ୍ଟନ ଅନ୍ତର୍ଜାତୀୟ ଚମ୍ପିଆନସିପ: ଭାରତର ନେତୃତ୍ବ ନେବେ ଓଡିଆ ପୁଅ ପ୍ରମୋଦ
author img

By

Published : Mar 30, 2021, 8:52 PM IST

ଭୁବନେଶ୍ବର: ବିଶ୍ବ ଚମ୍ପିଆନ ଓଡିଆ ପୁଅ ପ୍ରମୋଦ ଭଗତଙ୍କୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ । ଫାଜା-ଦୁବାଇ ପାରା-ବ୍ୟାଡମିଣ୍ଟନ ଅନ୍ତର୍ଜାତୀୟ ଚମ୍ପିଆନସିପ 2021ରେ ଭାରତୀୟ ପୁରୁଷ ଦଳର ନେତୃତ୍ବ ନେବେ ପ୍ରମୋଦ ।

  • World champion @PramodBhagat83 from #Odisha has been selected to lead the Indian men’s team in the Fazza-Dubai Para #Badminton International C'ship 2021. Indian squad also has 2 more Odisha players in, G Dilleswar Rao and Deep Ranjan Bisoyee. Good luck, boys! 👍🏼 pic.twitter.com/Ixss5nFloR

    — Odisha Sports (@sports_odisha) March 30, 2021 " class="align-text-top noRightClick twitterSection" data=" ">

ଏହି ମେଗା ପ୍ରତିଯୋଗିତା ପାଇଁ ଚୟନ ହୋଇଥିବା ଭାରତୀୟ ସ୍କ୍ବାଡରେ ଅନ୍ୟ ଦୁଇଜଣ ଓଡିଆ ଖେଳାଳିଙ୍କୁ ମଧ୍ୟ ସ୍ଥାନ ମିଳିଛି । ଜି ଦିଲେଶ୍ବର ରାଓ ଓ ଦୀପ ରଞ୍ଜନ ବିଶୋୟୀଙ୍କୁ ଓଡିଶା ସ୍ପୋର୍ଟ୍ସ ପକ୍ଷରୁ ଟ୍ବିଟ ଯୋଗେ ଶୁଭେଚ୍ଛା ଜଣାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.