ETV Bharat / sports

ବିଶ୍ବ ମହିଳା ବକ୍ସିଂ ଚମ୍ପିଆନସିପ୍‌: ସେମିରେ ମେରି କମ୍‌

author img

By

Published : Oct 10, 2019, 12:19 PM IST

ବିଶ୍ବ ମହିଳା ବକ୍ସିଂ ଚମ୍ପିଆନସିପ୍‌ ସେମିଫାଇନାଲରେ ମେରି କମ୍‌ଙ୍କ ପ୍ରବେଶ । 52 କିଲୋ ବର୍ଗରେ ସେମିଫାଇନାଲରେ ପ୍ରବେଶ କରିଛନ୍ତି ମେରି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@ANI

ନୂଆଦିଲ୍ଲୀ: ବିଶ୍ବ ମହିଳା ବକ୍ସିଂ ଚମ୍ପିଆନସିପ୍‌ ସେମିଫାଇନାଲରେ ମେରି କମ୍‌ଙ୍କ ପ୍ରବେଶ । 52 କିଲୋ ବର୍ଗରେ ସେମିଫାଇନାଲରେ ପ୍ରବେଶ କରିଛନ୍ତି ମେରି । ରୁଷର ଉଲାନ ଉଡେରେ ଚାଲୁଥିବା କ୍ବାର୍ଟର ଫାଇନାଲରେ ରିଓ ଅଲମ୍ପିକ ବ୍ରୋଞ୍ଜ ମେଡାଲିଷ୍ଟ ଇନଗ୍ରିଟ୍‌ ଭାଲେନସିଆଙ୍କୁ 5-0ରେ ହରାଇ ସେ ସେମିଫାଇନାଲ ପହଞ୍ଚିଛନ୍ତି ।

ତେବେ ଏହି ବିଜୟ ସହ ସେ ବିଶ୍ବ ଚମ୍ପିଆନସିପ୍‌ରେ 8ତମ ପଦକ ନିଶ୍ଚିନ୍ତ କରିଛନ୍ତି । ପୂର୍ବରୁ ବିଶ୍ବ ଚମ୍ପିଆନସିପ୍‌ରେ 7ଥର ପଦକ ଜିତିଛନ୍ତି ମେରିକମ୍‌ । ସେଥିମଧ୍ୟରୁ ସେ 6 ଥର ଚମ୍ପିଆନ ହୋଇଛନ୍ତି । ସେହିପରି 69 କିଲୋ ବର୍ଗରେ ଭାରତର ଲବଲିନା ବୋର୍ଗୋହେନ କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.