ETV Bharat / sports

ବିଶ୍ବ ମହିଳା ବକ୍ସିଂ ଚମ୍ପିଆନସିପ୍‌: ମେରିଙ୍କୁ ବ୍ରୋଞ୍ଜ

ସେମିଫାଇନାଲ ରାଉଣ୍ଡରେ ପରାସ୍ତ ହୋଇ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛନ୍ତି ଭାରତୀୟ ଷ୍ଟାର ବକ୍ସର ମେରି କମ୍‌ । ଏହି ପରାଜୟ ସହ ମେରିଙ୍କୁ ବ୍ରୋଞ୍ଜରେ ସନ୍ତୁଷ୍ଟ ରହିବାକୁ ପଡିଛି ।

ବିଶ୍ବ ମହିଳା ବକ୍ସିଂ ଚମ୍ପିଆନସିପ୍‌: ମେରିଙ୍କୁ ବ୍ରୋଞ୍ଜ
author img

By

Published : Oct 12, 2019, 12:33 PM IST

ଉଲାନ-ଉଡେ(ଋଷ୍‌): ଏଠାରେ ଚାଲିଥିବା ବିଶ୍ବ ମହିଳା ବକ୍ସିଂ ଚମ୍ପିଆନସିପ୍‌ରେ ଭାରତକୁ ନିରାଶ ହେବାକୁ ପଡିଛି । ସେମିଫାଇନାଲ ରାଉଣ୍ଡରେ ପରାସ୍ତ ହୋଇ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛନ୍ତି ଭାରତୀୟ ଷ୍ଟାର ବକ୍ସର ମେରି କମ୍‌ । ଏହି ପରାଜୟ ସହ ମେରିଙ୍କୁ ବ୍ରୋଞ୍ଜରେ ସନ୍ତୁଷ୍ଟ ରହିବାକୁ ପଡିଛି ।

ତେବେ 6ଥର ବିଶ୍ବ ଚମ୍ପିଆନ ବକ୍ସର ମେରି ତୁର୍କୀ ବକ୍ସର ବୁସନେଜାଜ୍‌ କାକିରୋଗ୍ଲୁଙ୍କଠାରୁ 4-1ରେ ପରାସ୍ତ ହୋଇଛନ୍ତି । 51 କେଜି କାଟାଗୋରୀରେ ମେରିଙ୍କୁ ପରାଜୟର ଦ୍ବାର ଦେଖିବାକୁ ପଡିଛି । ଅନ୍ୟପଟେ ରେଫରୀଙ୍କ ନିଷ୍ପତ୍ତିରେ ଖପ୍ପା ହୋଇଛି ଭାରତ । ରେଫରୀଙ୍କ ନିଷ୍ପତ୍ତିରେ ଭୁଲ ଥିବା ଅଭିଯୋଗ ଆଣିଛି ଭାରତୀୟ ବକ୍ସିଂ ଫେଡେରେସନ ।

ତେବେ ଆଜିର ଅନ୍ୟ କାଟାଗୋରୀମାନଙ୍କରେ ଭାରତର ଲୋଭିନା ବ୍ରୋଗୋହନି, ଜୋମୁନ ବୋରୋ, ମଞ୍ଜୁ ରାଣୀ ମୈଦାନକୁ ଓହ୍ଲାଇବେ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.