ETV Bharat / sports

କୋରୋନା ଭାଇରସ: ୱାର୍ଲ୍ଡ ବକ୍ସିଂ ଚମ୍ପିଆନସିପ୍‌ ସ୍ଥଗିତ - WBC ଭାରତ ଚମ୍ପିଆନସିପ

ଦେଶରେ ଅଣାୟତ୍ତ କୋରୋନା ଭାଇରସ ସଂକ୍ରମଣ ମାମଲାକୁ ଦୃଷ୍ଟିରେ ରଖି ଭାରତରେ ହେବାକୁ ଥିବା ଆଗାମୀ ୱାର୍ଲ୍ଡ ବକ୍ସିଂ ଚମ୍ପିଆନସିପ ସ୍ଥଗିତ । ଅଧିକ ପଢନ୍ତୁ...

WBC India Championship postponed amid Covid spike
କୋରୋନା ଭାଇରସ: ୱାର୍ଲ୍ଡ ବକ୍ସିଂ ଚମ୍ପିଆନସିପ୍‌ ସ୍ଥଗିତ
author img

By

Published : Apr 30, 2021, 6:51 PM IST

ହାଇଦ୍ରାବାଦ: ଦେଶରେ ଅଣାୟତ୍ତ କୋରୋନା ଭାଇରସ ସଂକ୍ରମଣ ମାମଲା । ଏହାକୁ ଦୃଷ୍ଟିରେ ରଖି ଭାରତରେ ହେବାକୁ ଥିବା ଆଗାମୀ ୱାର୍ଲ୍ଡ ବକ୍ସିଂ ଚମ୍ପିଆନସିପ ସ୍ଥଗିତ ହୋଇଛି । ଏହି ମେଗା ପ୍ରତିଯୋଗିତା ପାଇଁ ପରେ ତାରିଖ ଧାର୍ଯ୍ୟ ହେବ ବୋଲି ଜଣାପଡିଛି ।

ପ୍ରଥମ ଥର ହେବାକୁ ଥିବା WBC ଭାରତ ଚମ୍ପିଆନସିପ୍‌ ଲଢେଇ ଦେଶର ଦୁଇ ଶୀର୍ଷ ମହିଳା ବକ୍ସର ଚାନ୍ଦିନୀ ମେହରା ଓ ସୁମନ କୁମାରୀଙ୍କ ମଧ୍ୟରେ ମେ 1ରେ ଜଳନ୍ଧରର ଗ୍ରେଟ୍‌ ଖଲି ଏକାଡେମୀରେ ହେବାନେଇ ସୂଚୀ ରହିଥିଲା । ଦେଶର ପ୍ରଥମ ପେଷାଦାର ବକ୍ସିଂ ଇଭେଣ୍ଟକୁ ଭାରତୀୟ ବକ୍ସିଂ କାଉନସିଲ(IBC) ଅନୁମୋଦନ ମଧ୍ୟ ମିଳିଥିଲା ।

ମାତ୍ର ଦେଶରେ ସଂକ୍ରମଣ ସ୍ଥିତିର ଭୟଭୟତାକୁ ଦୃଷ୍ଟିରେ ରଖି ଏହି ମେଗା ଇଭେଣ୍ଟକୁ ସ୍ଥଗିତ ଘୋଷଣା କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.