ETV Bharat / sports

ରାଷ୍ଟ୍ରୀୟ ଡୋପ ଯାଞ୍ଚ ପ୍ରୟୋଗଶାଳା ଉପରେ ଓ୍ବାଡା ଲଗାଇଲା ପ୍ରତିବନ୍ଧକ

author img

By

Published : Aug 23, 2019, 4:22 PM IST

ରାଷ୍ଟ୍ରୀୟ ଡୋପ ଯାଞ୍ଚ ପ୍ରୟୋଗଶାଳା ଉପରେ 6 ମାସ ପାଇଁ ପ୍ରତିବନ୍ଧକ ଲଗାଇଲା ଓ୍ବାଡା ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ହାଇଦ୍ରାବାଦ: ରାଷ୍ଟ୍ରୀୟ ଡୋପ ଯାଞ୍ଚ ପ୍ରୟୋଗଶାଳା ଉପରେ 6 ମାସ ପାଇଁ ପ୍ରତିବନ୍ଧକ ଲଗାଇଲା ଓ୍ବାଡା । ଦେଶରେ ଆଣ୍ଟି ଡୋପିଙ୍ଗ ଅଭିଯାନ ଚାଲିଥିବା ସମୟରେ ବିଶ୍ବ ଆଣ୍ଟି ଡୋପିଙ୍ଗ ଏଜେନ୍ସି(ଓ୍ବାଡା) ଏହି ପଦକ୍ଷେପ ନେଇଛି ।

WADA
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@wada_ama

ଓ୍ବାଡାର ବଜ୍ଞପ୍ତି ଅନୁସାରେ, ନିରକ୍ଷଣ ସମୟରେ ଏନଡିଟିଏଲର ପ୍ରୟୋଗଶାଳା ପାଇଁ ନିର୍ଦ୍ଧାରିତ ଅନ୍ତରାଷ୍ଟ୍ରୀୟ ମନଦଣ୍ଡ ନଥିବାରୁ ଏହି ପ୍ରତିବନ୍ଧକ ଲଗାଯାଇଛି ।

ଅନୁମାନ କରାଯାଉଛି ଯେ, ରାଷ୍ଟ୍ରୀୟ ଆଣ୍ଟି ଡୋପିଙ୍ଗ ଏଜେନ୍ସି(ନାଡା) ଏବେ ବି ନମୁନା ଏକତ୍ର କରି ପାରିବ । କିନ୍ତୁ ଏହି ପ୍ରତିବନ୍ଧକ ସମୟସୀମା ସମୟରେ ଦେଶ ବାହାରେ ଥିବା ପ୍ରୟୋଗଶାଳାରେ ଯାଞ୍ଚ କରିବ ।

Intro:Body:

xx

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.