ETV Bharat / sports

ଅସୁସ୍ଥ ବକ୍ସର ଡିଙ୍ଗକୋ ସିଂ: ସହାୟତାର ହାତ ବଢାଇଲେ ବିଜେନ୍ଦର-ମନୋଜ - ଡିଙ୍ଗକୋ ସିଂଙ୍କୁ ସହାୟତା

କ୍ୟାନସର ପୀଡିତ ପୂର୍ବତନ ବକ୍ସର ଡିଙ୍ଗକୋ ସିଂଙ୍କୁ ସହାୟତାର ହାତ ବଢାଇଲେ ବକ୍ସର ବିଜେନ୍ଦର ସିଂ ଓ ମନୋଜ କୁମାର । 'ହମ ମେ ହେ ଦମ୍' ନାମରେ ଏକ ହ୍ବାଟସପ ଗ୍ରୁପ ଗଢି ସହାୟତା ପାଇଁ ପାଣ୍ଠି ଯୋଗାଡ କରିବାକୁ ପ୍ରୟାସ କରିଛନ୍ତି ବିଜେନ୍ଦର ଓ ମନୋଜ ।

Vijender Singh, Manoj Kumar raising money for ailing Dingko singh
ଅସୁସ୍ଥ ବକ୍ସର ଡିଙ୍ଗକୋ ସିଂ: ସହାୟତାର ହାତ ବଢାଇଲେ ବିଜେନ୍ଦର-ମନୋଜ
author img

By

Published : Apr 23, 2020, 1:44 PM IST

ନୂଆଦିଲ୍ଲୀ: କ୍ୟାନସର ପୀଡିତ ପୂର୍ବତନ ବକ୍ସର ଡିଙ୍ଗକୋ ସିଂଙ୍କୁ ସହାୟତାର ହାତ ବଢାଇଲେ ବକ୍ସର ବିଜେନ୍ଦର ସିଂ ଓ ମନୋଜ କୁମାର । 'ହମ ମେ ହେ ଦମ୍' ନାମରେ ଏକ ହ୍ବାଟସପ ଗ୍ରୁପ ଗଢି ସହାୟତା ପାଇଁ ପାଣ୍ଠି ଯୋଗାଡ କରିବାକୁ ପ୍ରୟାସ କରିଛନ୍ତି ବିଜେନ୍ଦର ଓ ମନୋଜ ।

Vijender Singh, Manoj Kumar raising money for ailing Dingko singh
ଏସିଆନ ଚମ୍ପିଆନସିପ ସ୍ବର୍ଣ୍ଣ ବିଜେତା ବକ୍ସର ଡିଙ୍ଗକୋ ସିଂ

ହ୍ବାଟସପ ଗ୍ରୁପ ମାଧ୍ୟମରେ ଅନ୍ୟ ଭାରତୀୟ ବକ୍ସର ଓ କୋଚଙ୍କୁ ସାମିଲ କରାଯାଇଛି । ସହାୟତା ରାଶି 1000- 25,000 ପର୍ଯ୍ୟନ୍ତ ରଖାଯାଇଥିବା ବେଳେ 1ଲକ୍ଷରୁ ଅଧିକ ଟଙ୍କା ଯୋଗାଡ ପାଇଁ ଲକ୍ଷ୍ୟ ରହିଛି । ଏହି ସମସ୍ତ ଅର୍ଥ ରାଶିକପ ଡିଙ୍ଗକୋ ସିଂହଙ୍କ ଆକାଉଣ୍ଟକୁ ଅନଲାଇନ ପଠାଯିବ ବୋଲି ବିଜେନ୍ଦର କହିଛନ୍ତି ।

ବିଜେନ୍ଦର କହିଛନ୍ତି ଡିଙ୍ଗକୋ ଆମ ପାଇଁ ହିରୋ । ସେ ଭାରତ ବର୍ଷର ସମ୍ମାନ । ଦେଶର ପ୍ରତିଟି ବକ୍ସର ତାଙ୍କୁ ସହାୟତାର ଆବଶ୍ୟକତା ରହିଛି ।

ମାତ୍ର 19 ବର୍ଷ ବୟସରେ 1998 ଏସିଆନ ଚମ୍ପିଆନସିପରେ ଦେଶ ପାଇଁ ସ୍ବର୍ଣ୍ଣ ବିଜେତା ରହିଛନ୍ତି ଡିଙ୍ଗକୋ ସିଂ । ଅସୁସ୍ଥ ଡିଙ୍ଗକୋ ନିଜ ଘର ଇମ୍ଫାଲରୁ ନୂଆଦିଲ୍ଲୀ ରେଡିଏସନ ଥେରାପି ପାଇଁ କ୍ରୀଡାମନ୍ତ୍ରାଳୟକୁ ଅନୁରୋଧ କରିଥିଲେ । ଲକାଡାଉନ ଯୋଗୁଁ ମଣୀପୁରରୁ ଦିଲ୍ଲୀ ଯାଇପାରୁନାହାନ୍ତି ପୂର୍ବତନ ପୂର୍ବତନ ଭାରତୀୟ ଚମ୍ପିଆନ ବକ୍ସର ଡିଙ୍ଗକୋ ସିଂ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.