ETV Bharat / sports

ଜାଣନ୍ତୁ, ଆଜି ଦିନର ଖେଳସୂଚୀ

author img

By

Published : Feb 24, 2020, 9:34 AM IST

ଆଜି ଖେଳ ଜଗତରେ ଅନେକ ଗୁରୁତ୍ବପୂର୍ଣ୍ଣ ମୁକାବିଲା ଅନୁଷ୍ଠିତ ହେବ । ରଣଜୀ ଟ୍ରଫି କ୍ବାର୍ଟର ଫାଇନାଲରେ ଓଡିଶାର ସଙ୍ଘର୍ଷଠାରୁ ମହିଳା ବିଶ୍ବକପରେ ଭାରତ ବନାମ ବାଂଲାଦେଶ ଲଢେଇ ପର୍ଯ୍ୟନ୍ତ ରହିଛି ଅନେକ ଗୁରୁତ୍ବପୂର୍ଣ୍ଣ ମୁକାବିଲା । ତେବେ ନଜର ପକାନ୍ତୁ କଣ କଣ ରହିଛି ଆଜିର ମ୍ୟାଚ...

top-sports-events-of-the-day
ଜାଣନ୍ତୁ, ଆଜି ଦିନର ଖେଳସୂଚୀ
  • ସକାଳ 9.00- ବାଂଲାଦେଶ ବନାମ ଜିମ୍ବାୱେ ଟେଷ୍ଟ ମ୍ୟାଚର 3ୟ ଦିନ
  • ସକାଳ 9.30- ରଣଜୀ ଟ୍ରଫି କ୍ବାର୍ଟର ଫାଇନାଲ
  • ସୌରାଷ୍ଟ୍ର-ଆନ୍ଧ୍ର ପ୍ରଦେଶ
  • କର୍ଣ୍ଣାଟକ-ଜାମ୍ମୁ କାଶ୍ମୀର
  • ଓଡିଶା-ବେଙ୍ଗଲ
  • ମଧ୍ୟାହ୍ନ 12.30- ମହିଳା ବିଶ୍ବକପ (ଅଷ୍ଟ୍ରେଲିଆ ବନାମ ଶ୍ରୀଲଙ୍କା)
  • ଅପରାହ୍ନ 2.00- ଫୁଟବଲ ଆଇ-ଲିଗ୍ (ରିଏଲ କାଶ୍ମୀର ବନାମ ଇଣ୍ଡିଆନ ଆରୋ)
  • ଅପରାହ୍ନ 4.30- ମହିଳା ବିଶ୍ବକପ (ଭାରତ ବନାମ ବାଂଲାଦେଶ)

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.