ETV Bharat / sports

Tokyo Olympics: କୁସ୍ତି କ୍ବାର୍ଟରରେ ହାରିଲେ ଭିନେଶ ଫୋଗଟ - ଭିନେଶ ଫୋଗଟ କୁସ୍ତି ନ୍ୟୁଜ

ଭାରତୀୟ କୁସ୍ତିଯୋଦ୍ଧା ଭିନେଶ ଫୋଗଟ କ୍ବାର୍ଟର-ଫାଇନାଲରେ ବେଲାରୁସ ପ୍ରତିପକ୍ଷଙ୍କ ଠାରୁ ୯-୩ରେ ପରାସ୍ତ । ଅଧିକ ପଢନ୍ତୁ...

tokyo olympics 2020 wrestling vinesh phogat 53 kg  1/4 quarter final
Tokyo Olympics: କୁସ୍ତି କ୍ବାର୍ଟରରେ ହାରିଲେ ଭିନେଶ ଫୋଗଟ
author img

By

Published : Aug 5, 2021, 10:45 AM IST

Updated : Aug 5, 2021, 10:54 AM IST

ଟୋକିଓ: ଭାରତୀୟ କୁସ୍ତିଯୋଦ୍ଧା ଭିନେଶ ଫୋଗଟ କ୍ବାର୍ଟର ଫାଇନାଲରେ ପରାସ୍ତ । ବେଲାରୁସ ପ୍ରତିପକ୍ଷଙ୍କ ଠାରୁ ଭିନେଶଙ୍କୁ ୯-୩ରେ ପରାଜୟର ସାମ୍ନା କରିବାକୁ ପଡିଛି ।

ଏହାପୂର୍ବରୁ ଭାରତୀୟ କୁସ୍ତିଯୋଦ୍ଧା ଭିନେଶ ଫୋଗଟ ୫୩ କିଲୋ ଓଜନ ବର୍ଗରେ ଭାରତର ପ୍ରତିନିଧିତ୍ବ କରିଥିଲେ । ସ୍ବିଡେନର ସୋଫିଆଙ୍କ ସହ ତାଙ୍କର ସାମ୍ନାସାମ୍ନି ହୋଇଥିଲା ।

ଭିନେଶ ଏହି ମୁକାବିଲାରେ ୭-୧ରେ ସହଜ ବିଜୟ ସହ ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହୋଇଥିଲେ ।

ଅନ୍ୟପଟେ ୧୯ ବର୍ଷୀୟା ଭାରତୀୟ କୁସ୍ତି ଯୋଦ୍ଧା ଅଂଶୁ ମଲିକ ରେପସାଜ ରାଉଣ୍ଡରେ ରୁଷର ବେଲେରିୟାଙ୍କ ଠାରୁ ୧-୫ର ପରାସ୍ତ ହୋଇଛନ୍ତି । ଏହା ବ୍ରୋଞ୍ଜ ପଦକ ମ୍ୟାଚ ଥିଲା ମାତ୍ର ଅଂଶୁଙ୍କ ପରାଜୟ ପରେ ପଦକ ଆଶା ମଉଳିଯାଇଥିଲା । ଅଂଶୁ ମଲିକଙ୍କ ଅଲମ୍ପିକ ଅଭିଯାନ ମଧ୍ୟ ଏହି ପ୍ରଦର୍ଶନ ସହିତ ଶେଷ ହୋଇଛି ।

ଏହାପୂର୍ବରୁ ୫୭ କିଲୋଗ୍ରାମ ଓଜନ ବର୍ଗରେ ବେଲାରୁସର ଏରିନା କୁରାଚକିନାଙ୍କ ଠାରୁ ସେ ୮-୨ ରେ ପରାସ୍ତ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 5, 2021, 10:54 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.